Full Text Transcript
Text below was recognized via OCR from scanned pages and may contain minor errors. Mathematical formulas and symbols may be approximate - please refer to the PDF for the exact equations.
Civil Services (Main) Examination, 2024 வெலி DETACHABLE
ଓଡ଼ିଆ (99 11) (ସାହିତ୍ଯ)
0001۸ (Paper 11) (LITERATURE)
ସମୟ : 88 ౧౪ gd 91% : 250
Time Allowed ~ Three Hours Maximum Marks : 250
99௭668 ନିର୍ଦ୍ଦେଶ
AAA ପ୍ରଦାନ କରିବା ପୂର୍ବରୁ 89946 ନିର୍ଦ୍ଦେଶାବଳୀ 9999 ପାଠ କରିବା ଅନିବାର୍ଯ୍ୟ |
ଏଥ୍ରେ ଦୁଇଟି ବିଭାଗରେ ବିଭକ୍ତ ସମୁଦାୟ ଆଠୋଟି ପ୍ରଶ୍ନ ۱۱
ପରୀକ୍ଷାର୍ଥୀଙ୍କୁ ତନ୍ମଧ୍ୟରୁ ପାଞ୍ଚଟି ପ୍ରଶ୍ନର ଉତ୍ତର ଦେବାକୁ ହେବ ।
ପ୍ରଥମ (1) ଓ ପଞ୍ଚମ (5) ପ୍ରଶ୍ନ ବାଧ୍ୟତାମୂଳକ । ଏତଦ୍ବ୍ୟତୀତ ବାକି ପ୍ରଶ୍ନଗୁଡ଼ିକ ମଧ୍ୟରୁ ପ୍ରତ୍ୟେକ ଭାଗରୁ ଅନ୍ୟୁନ ଗୋଟିଏ
କରି ଯେକୌଣସି ଚିନୋଟି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ ।
ପ୍ରତ୍ୟେକ ପ୍ରଶ୍ନ ପ୍ରଶ୍ନାଂଶ ପାର୍ଶ୍ଵରେ ତାଂର ମୂଲ୍ୟ ନିର୍ଦ୍ଦେଶିତ |
ସମସ୍ତ ପ୍ରଶ୍ନର ଉତ୍ତର ଓଡ଼ିଆରେ ( ଓଡ଼ିଆ ଲିପି) 6٥۹۹9۹ ହେବ |
ଯେଉଁଠାରେ ପ୍ରଶ୍ନର ଉତ୍ତର ପାଇଁ ଶବ୍ଦସଂଖ୍ୟା ନିର୍ଧାରିତ କରାଯାଇଛି, ଉତ୍ତର ଅନୁରୂପଭାବେ ପ୍ରଦାନ କରିବା ବିଧେୟ |
ପ୍ରଦତ୍ତ ପ୍ରଶ୍ନର ଉତ୍ତରଗୁଡ଼ିକ କ୍ରମାନ୍ଵୟରେ ପ୍ରଦାନ କରାଯିବା ବିଧେୟ । ସ୍ପଷ୍ଟରୂପେ କଟାଯାଇ asa, ଆଶିଂକଭାବେ ପ୍ରଦତ୍ତ
ଯେକୌଣସି ଉତ୍ତର ମଧ୍ୟ ବିଚାରଯୋଗ୍ୟ 699 ଉତ୍ତରପତ୍ରର ଅଲିଖୁତ ପୃଷ୍ଠା ବା ପୃଷ୍ଠାଂଶ ੩੧੪6੦ କଟାଯିବା ବିଧେୟ |
QUESTION PAPER SPECIFIC INSTRUCTIONS
Please read each of the following instructions carefully before attempting questions.
There are EIGHT questions divided in TWO SECTIONS. ৷
Candidate has to attempt FIVE questions in all.
Question Nos. 1 and 5 are compulsory and out of the remaining, THREE are to be attempted
choosing at least ONE question from each Section.
The number of marks carried by a question/part is indicated against it.
Answers must be written in ODIA (Odia script).
Word limit in questions, wherever specified, should be adhered to.
Attempts of questions shall be counted in sequential order. Unless struck off, attempt of a question
shall be counted even if attempted partly. Any page or portion of the page left blank in the
Question-cum-Answer Booklet must be clearly struck off.
ବଭାଗ “4 SECTION ‘A’
29999 ପ୍ରଶ୍ନଗୁଡ଼ିକର ଉତ୍ତର 694 ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ଯରେ ଲେଖୁବାକୁ ହେବ : 10×5=50
1.(a) ଶ୍ରାନ୍ତିପର୍ବଂ ଅବଲମ୍ବନରେ ଭୀଷ୍ମ ଚ଼ରିତ୍ର ଉପରେ ଆଲୋକପାତ 991 10
1.(b) دودوم“ ସମ୍ବାଦ'ରେ ସମ୍ବାଦ ଓ AIP ଶବ୍ଦ ପ୍ରୟୋଗର ଯଥାର୍ଥତା ପ୍ରତିପାଦନ କର | 10
1.(૦) 969௨006018 2997969 ଗୋପୀମାନଙ୍କର ବିରହ ଅବସ୍ଥା ବର୍ଣ୍ଣନା ۱ 10
1.00) ଉପେନ୍ଦ୍ର ଭଞ୍ଜ “91667०७1१6 JAA ৪199 ଭାଷା- ଶୈଳୀ ସମ୍ପର୍କରେ ଯାହା ଉଲ୍ଲେଖ କରିଛନ୍ତି, 0 |
10
1 PHKM-B-ODA
1.(0)
2.(a)
2.(b)
2.(c)
3.(a)
3.8)
3.(c)
4.(a)
4.(b)
4.(c)
5.
5.(a)
5.(b)
5.(c)
5.(d)
5.(e)
6.
6.(a)
6.(b)
6.(c)
7.
7.)
7.௦)
7.2)
8.
8.(a)
8.(b)
8.(c)
PHKM-B-ODA
ஒவ 98969 ପ୍ରକାଶିତ 9999 ଦର୍ଶାଅ |
5६०० 94990 ଉତ୍ତର ଲେଖ :
“ଳୀବନଚ଼ିତା? ଆଧାରରେ ଦେବତା ପୂଜା ସମ୍ପର୍କରେ ମାୟାଧର ମାନସିଂଦହଙ୍କ ଦୃଷ୍ଟି କୋଣ ଦର୍ଶାଅ |
(99 ଗୁରୁ” ଗ୍ରହଣର ତାପୂର୍ଯ୍ୟ ଆଲୋଚ଼ନା କର |
ରସକଲ୍ଲୋଳ ର ପଠିତାଂଶ ଅବଲମ୍ବନରେ ବର୍ଷାରତୁ ۹۹۹۹۱۹ ସଫଳତା ଦର୍ଶାଅ |
547६७ ५९९९०6५ 999 ଲେଖ :
‘669|-৫৫৯%’ ଆଧୁନିକ ଓଡ଼ିଆ କବିତା କ୍ଷେତ୍ରରେ ଏକ ଦିଗ 5९19 — ९169९९1 କର |
ଲାବଣ୍ୟବତୀ ଓ ७ ९०९9 ଜନ୍ମ ବୃତ୍ତାନ୍ତ ପ୍ରଥମ ଛାନ୍ଦ ଅବଲମ୍ବନରେ ବର୍ଣ୍ଣନା କର |
ଚୁନ୍ଦ୍ରଭାଗାଂରେ ବର୍ଣ୍ଣିତ ପ୍ରକୃତି ଉପରେ ଆଲୋକପାତ କର |
ନିମ୍ନଲିଖ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ :
“ସପ୍ରମରତୁ' ର ବିଶେଷତ୍ବ ଉପରେ ଆଲୋକପାତ କର |
ମହାଭାରତରେ 'ଶାନ୍ତିପର୍ବଂ ସଂଯୋଜନର ବୈଶିଷ୍ଟ୍ୟ ପ୍ରତିପାଦନ କର |
99 ପ୍ରତିଫଳିତ କବିଙ୍କ ଜୀବନ ଦୃଷ୍ଟି ପରେ ଆଲୋକପାତ କର |
ବିଭାଗ "୩୨ SECTION നട
9999 ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ | ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ଯରେ ଲେଖୁବାକୁ ହେବ :
“କାଠଘୋଡ଼ା' ନାଟକର ନାମକରଣର ସାର୍ଥକତା ଦର୍ଶାଅ |
லல ଗୌତମ ଚୂରିତ୍ରର ବୈଶିଷ୍ଟ୍ୟ ଆଲୋଚ଼ନା କର ۱
۶۶11۹65 ۷ا۷1 9969 ପ୍ରତିଫଳିତ ૦૯૯૦૦ ପ୍ରେମପ୍ରତି ଦୃଷ୍ଟିକୋଣ ବର୍ଣ୍ଣନା କର |
ଲକ୍ଷ୍ମୀର ଅଭିସାର” ଗଳ୍ପରେ 986 9999 91001 696 |
"ಇ' 616 ଆଠଗୁଣ୍ଠଂରେ ଫକୀର ମୋହନଙ୍କର ହାସ୍ୟରସ ପ୍ରୟୋଗ ସମ୍ପର୍କରେ ଆଲୋଚ଼ନା କର |
ନିମ୍ନପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ
10
20
15
15
20
15
15
20
15
15
10×5=50
10
10
10
10
10
କଥା ସରେନା ପ୍ରବନ୍ଧ ମାଧ୍ଯମରେ କ୍ରୟା-ପ୍ରକ୍ରିୟାର ଏକ ଅସରନ୍ତି ପ୍ରବାହକୁ ଲେଖକ କିପରି ଦର୍ଶାଇଛନ୍ତି
ଆଲୋଚ଼ନା କର ।
ବାସ୍ତବତା ଦୃଷ୍ଟିରୁ ବଳୀଦତ୍ତ 9999 ଯଥାର୍ଥତା ନିରୂପଣ କର |
“କାଠଘୋଡ଼ା' ନାଟକରେ ପ୍ରୟୋଗ କରାଯାଇଥୁବା ନୂତନତା ଦର୍ଶାଅ |
ନିମ୍ନଲିଖୃତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ
ଚତ୍ତରଞ୍ଜନ ଦାସଙ୍କ ପ୍ରବନ୍ଧ ଅବଲମ୍ବନରେ ଜାଣିବା ଓ ବୁଝିବା ମଧ୍ଯରେ ଥୁବା ପାଥକ୍ୟକୁ 4۹3818 ଲେଖ |
ବୌଦ୍ଧ ଧର୍ମ- ଦର୍ଶନର 8661006 ଚିତ୍ରର ପ୍ରତଫଳନ ` ତଟନିରଞ୍ଜନା? ରେ କିପରି ଘଟିଛି — ଦର୍ଶାଅ |
ଗୃହଦାହଂ ഒ ମାଧ୍ଯମରେ ରାଜନୀତିରେ മുല്ല ଚିତ୍ର କିପରି ପ୍ରଦର୍ଶିତ _ _ ନିରୂପଣ କର |
674० ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ
ଲକ୍ଷ୍ମୀର ଅଭିସାରଂ 99५8 १२१6० ମନୁଷ୍ୟର ଅହଙ୍କାରର ସାରଶୂନ୍ୟତାକୁ ପ୍ରତିପାଦନ କର |
ସରୋଜିନୀ? ଚୂରିତ୍ର ମାଧ୍ଯମରେ ମୂଲ୍ୟବୋଧର ବିପର୍ଯ୍ୟୟ ରୂପାୟିତ — Fda କର |
ஏரி! 9999 କୁଟିଳତାର ବିବିଧ ଦିଗ ଦର୍ଶାଅ |
யவ
20
15
15

