Full Text Transcript
Text below was recognized via OCR from scanned pages and may contain minor errors. Mathematical formulas and symbols may be approximate - please refer to the PDF for the exact equations.
Civil Services (Main) Examination, 2024
PHKM-~-C-ODA
ଓଡ଼ିଆ / ODIA
( 94) / ( Compulsory )
೨೯6: 6% AGI ട്ട് 2°614/ 300
Time Allowed : Three Hours Maximum Marks : 300
ପ୍ରଶ୍ନପତ୍ର ସଂ ପର୍କିତ ନିର୍ଦ୍ଦେଶାବଳୀ
999 699/ YEN ۶969 866) 86696 HEGAG 668 IEC 010 ೪೧:
86696 8४86 9899 ஸை 685 /
86696 09/09/79 0996೧ 69/0 ೧೫೧ ۶20 |
999 698/60 (6821 MA) ४ YIN 0666 AGACH 689 6 |
ல லஸ் Ae 5/7 ண் AGF GIG! Amaia | AC 8868 ۶6
௭9௪-600 ౯౯౯ AAD 698 9) ৪0 EI 6666 ೧೫೧ 89/89179 /
09-96೧ 099/೧ ளை ४४ જ ४५४७ GL ટજ Gm 8646१ Sig 8/6 8688२
9/98699 /
Question Paper Specific Instructions
Please read each of the following instructions carefully before attempting
questions :
All questions are to be attempted.
The number of marks carried by a question is indicated against it.
Answers must be written in ODIA (Odia script) unless otherwise directed in the question.
Word limit in questions, wherever specified, should be adhered to and if answered in much
longer or shorter than the prescribed length, marks may be deducted.
Any page or portion of the page left blank in the Question-cum-Answer (QCA) Booklet must
be clearly struck off.
PHKM-C-ODA ୭
Ql. SAMUS 68 କୌଣସି 660/04 ବିଷୟରେ 600 ଶବ୍ଦ ମଧରେ ଏକ ପ୍ରବନ୍ଧ ଲେଖ 700
(a) ଗଣତନ୍ତ୍ର ଓ ଅଭିବ୍ୟକ୍ତିର ସ୍ବାଧୀନତା
(1) ଭାରତରେ ପାନୀୟ ଜଳସଂକ୍କଟ 7
(૭ ଜନଜାତିଙ୍କ ସଂସ୍କୃତି ସଂରକ୍ଷଣ : ପ୍ରୟାସ ଓ ସମ୍ଭାବନା
(৫) ଫମ ମାଠିଆର ଶବଦ ବେଶୀ
૦2. 9999 ପରିଚ୍ଛେଦଟିକୁ வஸ் ପାଠକରି ଏହାରି ଆଧାରରେ ତଳେ
ଦିଆଯାଇଥୁବା ପ୍ରଶ୍ନଗୁଡ଼ିକର, ସ୍ପଷ୍ଟ ଓ ସଂକ୍ଷିପ୍ତ ଉତ୍ତର ଦିଅ : 72×5=60
ସମାଲୋଚ଼ନାକୁ ସାହିତ୍ୟର ଏକ ଅଙ୍ଗ ବୋଲି ବିଗ୍ଭର କରାଯାଏ, ଏଣୁ ଏହା ସାହିତ୍ୟକ
ନିଜର ସୀମା ଭିତରେ ରହିବାର ବ୍ୟବସ୍ଥା କରିଥାଏ | ସାହିତ୍ୟର ରସପ୍ରବାହ ଧାରାରେ
ବ୍ୟାଘାତ ଦେଲାଭଳି ଯେତେବେଳେ କୌଣସି ବିଷୟ AIGA, ସେତେବେଳେ ସାହିତ୍ୟରେ
ଦୋଷ ପ୍ରବେଶ କରେ, ଯେମିତିକି ସଙ୍ଗୀତରେ କୌଣସି ବେସୁରାଧ୍ନି ଏହାକୁ ଦୋଷଯୁକ୍ତ
କରେ ।
ସତ୍ୟ ଅନୁଭବକୁ ପ୍ରକାଶ କରିବାରେ ଆନନ୍ଦ ଥାଏ । ଅସତ୍ୟ ଅନୁଭବର ପ୍ରକାଶରେ
ଆମେ କେବଳ ଦୁଃଖ ଅନୁଭବ ఇల్లి ଏହା ମଧ୍ଯ ସମ୍ଭବ ଯେ ଜଣେ ବ୍ୟକ୍ତି ଅସତ୍ୟ ଅନୁଭବର
ପ୍ରକାଶରେ ବି ଆନନ୍ଦ ଅନୁଭବ କରେ | କେତେକ ଲୋକ ହିଂସାକରି, ଅନ୍ଯର 8
ଅପହରଣ କରି କିମ୍ବା ନିଜସ୍ବାର୍ଥପାଇଁ ଅନ୍ୟକାହାର କ୍ଷତି କରି ଆନନ୍ଦ ଅନୁଭବ କରିପାରନ୍ତି,
ମାତ୍ର ଏହା ମନର ସ୍ଵାଭାବିକ ପ୍ରକୃତି ନୁହେଁ 966 6੧੦ ଆଲୋକଠାରୁ ଅନ୍ଧକାରକୁ ବେଶୀ
ଭଲପାଏ, କିନ୍ତୁ ଏହାଦ୍ବାରା ଆଲୋକର ମହନୀୟତାରେ କୋଣସି ବାଧା ପଡ଼େ ନାହିଁ ।
ଯେଉଁ ଅନୁଭବଦ୍ବାରା ଆମେ ଅନ୍ୟମାନଙ୍କ ସହିତ ଏକାମ୍ବ ହୋଇପାରୁ, 9196 ସତ୍ୟ
ଅନୁଭବ | ପ୍ରେମ ଆମକୁ ଅନ୍ୟମାନଙ୍କ ସହିତ ଯୋଡ଼େ, ଅହଂକାର ବିଛିନ୍ନ କରେ | ଅତି
ଅହଂକାର AAG ଜଣେ 9੫੪ କିପରି ଅନ୍ୟମାନଙ୍କ ସହିତ ଯୋଡ଼ି ହୋଇ ପାରିବ ? ଏଣୁ
ପ୍ରେମ ଏକ ସତ୍ୟଭାବ ଓ ଅହଂକାର ଅସତ୍ୟଭାବ ।
ଭକ୍ତିଭାବନାପାଇଁ ଏକ ପ୍ରତ୍ୟକ୍ଷ ବସ୍ତୁ ଆବଶ୍ୟକ | ଦୟା ପ୍ରଦର୍ଶନ କରିବାପାଇଁ तथ
ଜଣେ ପାତ୍ର ଆବଶ୍ୟକ । ଧୈର୍ଯ୍ୟ ଓ ସାହସ ପ୍ରଦର୍ଶନ କରିବାପାଇଁ ମଧ୍ଯ ଆମକୁ ଜଣେ ଗ୍ରହୀତା
ଆବଶ୍ଯକ | ଏହାର ଅର୍ଥ ଏହି ଯେ ଆମର ଅନୁଭବକୁ ଜାଗ୍ରତ କରିବାପାଇଁ ଆମକୁ
ବାହ୍ୟବସ୍ତୁମାନଙ୍କ ସହିତ ସୁସମ୍ପର୍କ ରଖୁବା ଆବଶ୍ୟକ | ଯଦି ଆମେ ଦେଖୁ ଯେ ବାହ୍ୟପ୍ରକୃତିର
PHKM-C-ODA 2
କୌଣସି ପ୍ରଭାବ ଆମଉପରେ 99913, ପୁତ୍ରଶୋକରେ 98461 EMIATIG 694 ଆମ
AAR ଦିଟୋପା ଲୁହ ଗଡ଼ିପଡ଼ୂନାହିଁ ଯଦି ଆମେ ଅନ୍ୟର କୌଣସି ଆନନ୍ଦ ଉତ୍ସବରେ
ଯୋଗଦେଇ ଆନନ୍ଦ ଅନୁଭବ ఇర ஹில் ତାହେଲେ ବୁଝିବାକୁ ହେବ ଯେ ଆମେ
BAAR AIG Adding ଏବଂ ନିର୍ବାଣପ୍ରାପ୍ତିର ସ୍ତରରେ ପହଞ୍ଚୁଯାଇଛ୍ଛ | ଏହି
ପରିସ୍ଥିଚିରେ ସାହିତ୍ୟର କୌଣସି ମୂଲ୍ୟ ନାହିଁ | ସମସ୍ତଙ୍କ ସହ ମିଳିମିଶି ଯେ 04619 ଆନନ୍ଦ
ଓ ଦୁଃଖ ଅନୁଭବ କରେ କିମ୍ବା ଅନ୍ୟମାନଙ୍କ ଭିତରେ ଆନନ୍ଦ ଓ ଦୁଃଖ ଜାଗ୍ରତ କରିପାରିବାର
ଦକ୍ଷତା ରଖେ, ସେହି ଜଣକ କେବଳ ପ୍ରକୃତ ସାହିଚ୍ୟିକ | ନିଜଭିତରେ ଥ୍ବବା ଦୁଃଖଯନ୍ତ୍ରଣାକୁ
ନିଜେ ଅନୁଭବ କରିବା ଯଥେଷ୍ଟ ନୁହେଁ | ଜଣେ କଳାକାରକୁ ଏହାକୁ ପ୍ରକାଶ କରିପାରିବାର
ଦକ୍ଷତା AGI ଆବଶ୍ୟକ | 0886 କିନ୍ତୁ ମନୁଷ୍ୟକୁ ଭିନ୍ନ ଭିନ୍ନ ଦିଗକୁ ଟାଣି ନିଏ | ସବୁମଣିଷଙ୍କ
ଭିତରେ ଅନୁଭବ ଗୁଡ଼ିକର ସମାନତା 86% 89), ପରିସ୍ଥିତିର ଭିନ୍ନତା ପ୍ରତିକ୍ରିୟାକୁ ଭିନ୍ନରୂପ
ପ୍ରଦାନକରେ | ଆମେ ଯଦି କୃଷକମାନଙ୍କ 6९666 6&& କିମ୍ବା ରହିବାର ସୁଯୋଗ lag,
ତାହେଲେ ସ୍ବାଭାବିକଭାବେ ସେମାନଙ୍କ ସୁଖଦୁଃଖକୁ ଆମେ ଆମର ନିଜ ସୁଖଦୁଃଖ ବୋଲି
வெல ۹9۹۱ | । ତାପରେ ଆମେ ଆମର ଅନୁଭବର 699 ଅନୁସାରେ ସେମାନଙ୍କ
9696ல் ପ୍ରଭାବିତ ହେବା | ସେଇଭଳି ଅନ୍ୟ ପରିସ୍ଥିଚିମାନଙ୍କୁ ମଧ୍ଯ ବୁଝିବା ଆବଶ୍ୟକ |
ଏହାକୁ ଯଦି VAS வஸு କରାଯାଏ ଯେ ନିର୍ଦ୍ଦିଷ୍ଟ ଲୋକଟିଏ ஹல் வ
ଶ୍ରମିକମାନଙ୍କପାଇଁ କି ଅନ୍ୟକୌଣସି ଆନ୍ଦୋଳନପାଇଁ ପ୍ରଗ୍ନର କରୁଛି, ତାହା ଅନ୍ୟାୟ ହେବ ।
ସାହିତ୍ୟ ଓ ஏஸ ମଧ୍ଯରେ ପାର୍ଥକ୍ୟ କଣ ? ଯଦିଓ କୌଣସି ଗୋଟିଏ ମତବାଦର ପ୍ରଗ୍ନରପାଇଁ
ଆତ୍ମବିଜ୍ଞାପନଟିଏ ସେଠି ନଥାଏ, ସେଠାରେ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରିବାପାଇଁ ଏକ
ଉତ୍ସୁକତାଥାଏ, ଯାହା ସାଧନର ଯୋଗ୍ୟତାକୁ ଖାତିର କରେ ନାହିଁ । ସାହିତ୍ୟ ଗୋଟିଏ ଶୀତଳ
6 (౪౧౧ ସମୀର ଯାହା ସମସ୍ତଙ୍କୁ ଶୀତଳତା ଓ ଆନନ୍ଦ ପ୍ରଦାନ 969 ପ୍ରଗ୍ନରଧର୍ମୀତା
ଗୋଟିଏ ଝଡ଼ ଯାହା ପତ୍ରପୁଷ୍ପଭରା ବୃକ୍ଷକୁ ଓପାଡ଼ି ପକାଏ ଏବଂ କୁଟୀର ଓ ଭବନକୁ ଏକାକାର
କରି ହଲାଇ ଦିଏ | ରସହୀନ ହୋଇଥିବା ଯୋଗୁଁ ଏହା ଆନନ୍ଦର ଆଧାର ନୁହେ, କିନ୍ତୁ ଜଣେ
ଚତୁର ଶିଳ୍ପୀ ଯଦି 4869 ସୌନ୍ଦର୍ଯ୍ୟ ଓ ମୁବାସ ଭରିବାରେ ସକ୍ଷମ ହୁଏ, ସେଇ ସମାନ ବିଷୟ
ପ୍ରଗ୍ବରମାତ୍ର ନହୋଇ ଏକ 9619 ସାହିତ୍ୟରେ ପରିଣତ ହୁଏ |
(9) ସମାଲୋଚ଼ନାକୁ ସାହିତ୍ୟର ଏକ ଅଙ୍ଗବୋଲି କାହିଁକି ବିଗ୍ଭର କରା ଯାଏ ?
0) ४4७५७ ଅସତ୍ୟ ଅନୁଭବ ଅଭିବ୍ୟକ୍ତିର ଅର୍ଥ କଣ ?
(૭ କେଉଁଟି ମନର ସ୍କାଭାବିକ ପ୍ରକୃତି ନୁହେଁ ?
(ଏ) ଲେଖକଙ୍କମତରେ କିଏ ପ୍ରକୃତ 986۹ ?
(০) ସାହିତ୍ୟ ଓ ପ୍ରଗ୍ନରଧର୍ମ ଭିତରେ ପାର୍ଥକ୍ୟ ଦର୍ଶାଅ |
PHKM-C-ODA 3
12
12
12
12
12
Q3.
89658169 ૦૦૫૦૬૦૦ AAGAIA ଏକ-ତୃତୀୟାଂଶ ଶବ୍ଦମଧ୍ଯରେ ଲେଖ | ଏହି
ଗଦ୍ୟାଂଶଟିର ନାମକରଣର ଆବଶ୍ୟକତା ନାହିଁ | ମାରାଂ ଶଟିକୁ ନିଜ ଭାଷାରେ ଲେଖ |
ଏକ ଗୁରୁତ୍ଵପୂର୍ଣ୍ଣ ଉଲ୍ଲେଖନୀୟ ବିଷୟ ଏହି ଯେ-ଇର୍ଷା ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କୁ
କରାଯାଏ | ଏମିତି ହୁଏ ନାହିଁ ଯେ ଆମେ ଯେ କୌଣସି ১9919, മുട ଓ ସମ୍ମାନସ୍ପଦ
ବ୍ୟକ୍ତିଙ୍କୁ ଭର୍ଷା କୁରୁ । ଆମର ଯେତେବେଳେ ଧାରଣା ହୁଏ ଯେ ଅନ୍ୟମାନେ ଆମକୁ ନିର୍ଦ୍ଦିଷ୍ଟ
ବ୍ୟକ୍ତିଙ୍କସହ HME! କରିଛନ୍ତି ବା କରିପାରନ୍ତି ଯେ ଆମ ବିରୁଦ୍ଧରେ ପ୍ରଚିଯୋଗୀତା କରୁଛନ୍ତି
ସେତେବେଳେ ଏହା ସମ୍ଭବ | ଯେଉଁମାନେ ଆମଠୁ ଦୂରରେ କିମ୍ବା ସମ୍ପର୍କହୀନ ଯେତେବେଳେ
ଆମେ ନିଶ୍ଚିତ ନୋହୂ ଯେ ଲୋକେ ଆମକୁ ଏକା ସାଙ୍ଗରେ 6०666 ଏବଂ ତୁଳନା କରିବେ,
ସେତେବେଳେ ଭର୍ଷା ଜନ୍ମନିଏ ନାହିଁ ۱ କାଶୀରେ ବାସ ஷூ ଧନୀ ଲୋକଟିଏ
ଇଉରୋପରେ ରହୁଥିବା ଧନୀଲୋକ ବିଷୟରେ ଶୁଣି ଇର୍ଷା ପ୍ରକଟ କରେ ନାହିଁ | ಇಂ!
କବିଟିଏ କୌଣସି ଇଂରାଜୀ କବିଙ୍କ ମହାନତାରେ ଇର୍ଷା ଅନୁଭବ କରେ ନାହିଁ । ସମ୍ପର୍କୀୟ,
०१५७, ସହପାଠୀ ଏବଂ ପଡ଼ୋଶୀମାନଙ୍କ ଭିତରେ வில 6961061 ଜଣାପଡ଼େ |
ଏକା ସାଙ୍ଗରେ 666 ବସାଉଠା କରୁଥିବା வல்ஷ 9669 ଏକ 8090 ஷூ
ଭର୍ଷାଭାବ ବଢ଼ିବା ସମ୍ଭବ | ଦୁଇବନ୍ଧୁଙ୍କ ଭିତରେ ଜଣେ ଯଦି ସଫଳତାପାଇ ଉଚ୍ଚପଦବୀକୁ
ପହଞ୍ଚେ, ଦେଖାଯାଏ ଯେ ସେ ଅନ୍ୟଜଣକୁ ସେପରି ଉଚ୍ଚସ୍ଥାନରେ ପହଞ୍ଚିବାକୁ ପ୍ରତିବନ୍ଧକ ସୃଷ୍ଟି
କରିବାକୁ வி GRAN | ଜଣକର ଉନ୍ମତିପଥରେ ବାଧା ସୃଷ୍ଟି କରିବାର லி
ଖୋଜିଲେ ଲୋକେ ନିଜର କୌଣସି ଅତି ପୁରୁଣାବନ୍ଧୁଙ୍କୁ ଆବିଷ୍କାର କରନ୍ତି । ଯେଉଁ ସମୟରେ
ଆମେ ସମ୍ପର୍କଯୂତ୍ରରେ ବନ୍ଧା ବନ୍ଧୁଙ୍କ ସହ ଏକାଠି ଛିଡ଼ା ହୋଇଥାଉ ସେତେବେଳେ ध्र,
ସହାୟତାର କ୍ଷେତ୍ର ଇତ୍ୟାଦିର ସମ୍ଭାବନା ସୃଷ୍ଟି ହେବା ସଙ୍ଗେ ସଙ୍ଗେ ଇର୍ଷା ଓ 68০
९०6०९७० ସମ୍ଭାବନା ରହେ | ଯେପରି ଆମେ କୌଣସି, ଉପାୟରେ କିଛି ଭଲକରିବା
ସମ୍ଭାବନା ନେଇ କିଛି ଯଦି କରୁ, ତାହା ଯେ ଏକ ଅନିଶ୍ଚିତ ଭବିଷ୍ୟତ ବିରୁଦ୍ଧରେ છુ ଏହା
ସମ୍ଭବ ନୁହେଁ । ଭବିଷ୍ୟତର ଅନିଶ୍ଚିତତା ଅଟଳ ଓ ଅଜେୟ । ଆମର ସକଳ ବିଦ୍ୟାବୁଦ୍ଧି
ପ୍ରୟୋଗ ACA, ଏହାକୁ ଆମେ ସମ୍ପର୍ଣ୍ଣଭାବେ ଏଡ଼ାଇ ପାରିବା ନାହିଁ |
ବର୍ତମାନ ଗୁରୁତ୍ବପୂର୍ଣ୍ଣ କଥା ଏହି ଯେ ବାସ୍ତବ ଦୁନିଆଁରେ adi କରୁଥିବା ૦૫૦ ७
ଏହାଦ୍ବାରା ପ୍ରଭାବିତ லவ ବ୍ୟକ୍ତି ଏବଂ २८६ ATE ସ୍ଥିତିପ୍ରତି ଧ୍ଞାନ ଦେଉଥ୍ବା ସମାଜର
ବି ଆବଶ୍ୟକତା ରହିଛି | ଏଇ ସମାଜର ଧାରଣାରେ ପ୍ରଭାବିତ ଅନୁଭବ ପାଇଁ ହିଁ agi
କରାଯାଏ । ଉନ୍ମତିବିଧାନ, ସାଧୁତା ଓ ଉଚ୍ଚ ସମ୍ମାନବୋଧ ସମାଜପ୍ରତି ଉଦ୍ଦିଷ୍ଟ ଏହା କେବଳ
ବ୍ୟକ୍ତିଗତ ମୁଖ ଓ ସନ୍ତୋଷବିଧାନ ପାଇଁ ନୁହେଁ ۱ ବୈଷୟିକ AGS କିମ୍ବା ସାଧୁତାରେ ଯଦି
ଆମେ ९७५ 9५806 ବଡ଼ କିମ୍ଭା ல 6919, ଯଦି ସମାଜ ସେ ସମାନତା 6
ବଡ଼ପଣିଆକୁ ଅନୁଭବ କରେ, ତାହେଲେ ଆମେ ସନ୍ତୁଷ୍ଟ ରହିବା ଏବଂ ଭର୍ଷାନଳରୁ ରକ୍ଷାପାଇ
ପାରିବା | ଅସାଧାରଣ କଥା ଏହି ଯେ 866 98 ପାଇବାରୁ ૦૪૦ ହୋଇ ସୁଦ୍ଧା ଆନନ୍ଦ
ଅନୁଭବ କରୁ କେବଳ ସମାଜର ଅନୁକୂଳ ଧାରଣାରୁ । ଇର୍ଷା ସାମାଜିକ ଜୀବନରେ
କୃତ୍ରିମତାରୁ ଉତ୍ପନ୍ନ ଏକ ବିଷ | ଏହାର ପ୍ରଭାବରେ ଆମେ ଅନାବଶ୍ୟକ ଭାବେ ଅସନ୍ତୁଷ୍ଟ ag,
ଯଦିଓ ଅନ୍ୟର ७9666) ଆମେ କୌଣସି କ୍ଷତି ଅନୁଭବ କରୁ ନଥାଉ |
PHKM-C-ODA 4
60
ନ୍ୟାୟାଧୀଶ ନ୍ୟାୟ ପ୍ରଦାନ କରନ୍ତି କାରିଗର ଇଟା 6069 | ସମାଜର
କଲ୍ୟାଣସାଧନ ପାଇଁ କାରିଗର ପ୍ରଚି ନ୍ୟାୟାଧୀଶର ବ୍ୟବହାରରେ ଏହା ପ୍ରକଟିତ ହେବା
ଉଚିତ ନୁହେଁ 60-966 661019 ଛୋଟ | ଯେଉଁ ସମାଜରେ ଏଇ ଛୋଟବଡ଼ର ଧାରଣା
ଖୁବ ଗଭୀର ଓ ଦୃଢ଼, ଏହାର ବିଭିନ୍ନବର୍ଗର ଲୋକଙ୍କ ଭିତରେ ல ସ୍ଥାୟୀ ଭାବରେ
ରହିଯାଏ ଏବଂ ଏକତାର ବିକାଶ ଦିଗରେ ଉଦ୍ୟମ କ୍ଵଚିତ଼ ଦେଖାଯାଏ ۱ ଯଦି ସମାଜରେ
ବିଭିନ୍ନ ବୃତ୍ତିର ବର୍ଗର ଲୋକଙ୍କ ଭିତରେ ଛୋଟ SER ଧାରଣାନେଇ ପାଟିତୁଣ୍ଡ ନ ହୁଏ,
ଯାହାକି ଜୀବନଧାରଣର ପରିପନ୍ଥୀ, ତା ହେଲେ ତାଙ୍କର ବୃତ୍ତିଗତ 6९७1१ ସମ୍ମାନ ଦିଆଯାଏ
ଏବଂ ସମାଜରୁ ଅସନ୍ତୋଷ ବହୁପରିମାଣରେ ଦୂର ହୋଇଥାଏ | ଯେତେବେଳେ ଏଇ
ଛୋଟବଡ଼ର ଭେଦଭାବ ଧାରଣା ଖୁବ୍ ପ୍ରୋତ୍ସାହନ ପାଏ ଏବଂ ସମାଜର ବ୍ୟଗ୍ତିଙ୍କ ଭିତରେ
ଏହା ସ୍ପଷ୍ଟ COURT, ସେତେବେଳେ ଲୋକଙ୍କର ଶକ୍ତିସାମର୍ଥ୍ୟ କେବଳ ନିର୍ଦ୍ଦିଷ୍ଟ ଦିଗକୁ ଧାବିତ
ହୁଏ ଓ ସମାଜର କାର୍ଯ୍ୟକ୍ଷେତ୍ରରେ ବିଷମତା ଦେଖାଦିଏ ।
(୬୫ 89)
SYMAS ପରିଚ୍ଛେଦଟିକୁ ଇଂ ରାଜୀରେ ଅନୁବାଦ କର :
କୁଟୀରଶିଳ୍ପ ଓ କ୍ଷୁଦ୍ରଶିଳ୍ପ ବିଷୟରେ ତର୍କ ଆଜି ଭାରତରେ ପୁଣିଥରେ ଚର୍ଚ୍ଚାର ବିଷୟ
ହୋଇଛି । ଏପରି 69९66 ମୂଳରେ 558-666, ଛୋଟ ସ୍ଥାନରେ, କମ ମୂଳଧନରେ,
۹۶) ଶ୍ରମିକ AGIA JAAS କରି ରୋଜଗାର କରିବାର ଧାରଣା । ଏହି ଧାରଣା ବ୍ୟକ୍ତିକୁ
ଉତ୍ପାଦକ କିମ୍ବା ନିର୍ମାଣକାରୀ ହେବାର ସୁଯୋଗ ଦିଏ, ବେକାରୀ ସମସ୍ଯାର ۹
ମୁକାବିଲା କରି, ଜୀବିକାଅର୍ଜ୍ଜନର ସୁଯୋଗ ଦେଇ AGE ଜୀବନଯାପନର ମାର୍ଗ ଦେଖାଏ |
ଭାରତଭଳି ଦେଶରେ ଏ ପ୍ରକାର କ୍ଷୁଦ୍ର ଉଦ୍ୟୋଗ ବ୍ୟବସାୟ ହିଁ ଦେଶର ପ୍ରଗତିରେ ସହାୟକ
ହେବ, ଏଇ କଥା ମହାତ୍ମାଗାନ୍ଧୀ ସ୍ବାଧୀନତା ସଂଗ୍ରାମ ସମୟରୁ ହିଁ 96069 | ସେ ସ୍ଵାଧୀନ
ଭାରତରେ ଏ ପ୍ରକାର ଉଦ୍ୟୋଗ ସ୍ଥାପନପାଇଁ ପରମ୍ପରାଗତ ଉଦ୍ୟୋଗର ନବୀକରଣପାଇଁ
ପ୍ରେରଣା லை. କିନ୍ତୁ ସ୍ବାଧୀନତାପରେ ଆମଦେଶର ନେତାମାନେ 4896 ۶ا
ଦେଲେ ନାହିଁ । ତାଙ୍କର ଏ GAGA ACA, ବଡ଼ବଡ଼ ଉଦ୍ୟୋଗ ସ୍ଥାପନ ଓ ବ୍ୟବସାୟ ଗୁରୁତ୍ବ
ପାଇଲା । ଏ ଗୁଡ଼ିକ ବ୍ୟକ୍ତିଗତ ମାଲିକାନାରେ ରହିଲା ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ତ୍ତି ହୋଇ
ରହିଲା | 4666 99091 ଜନସଂଖ୍ୟା, ଶିକ୍ଷାର ପ୍ରସାର ଜନଜାଗରଣ, ଲୋକଙ୍କ
ଆବଶ୍ୟକତା ଓ ଦାବୀ, ବେକାରୀ ସମସ୍ଯାର வங - ଏଇସବୁ ଆଜି ପୁଣିଥରେ
ଗାନ୍ଧୀବିଗ୍ବରଧାରାର ஏஷ କରି ବିଳମ୍ରେ ହେଉପଛେ, ସଚେତନ ଚିନ୍ତାଶୀଳ
ବୁଦ୍ଧିଜୀବୀଙ୍କୁ ଆକୃଷ୍ଟ କରିଛି । ଦେଶରେ ଏ ପ୍ରକାର ବହ୍ଦୁଥ୍ବା ସମସ୍ୟାରୁ ମୁକ୍ତି ପାଇଁ ଗାନ୍ଧୀବାଦୀ
ବିଗ୍ବରକୁ ଆପଣେଇ ଆମେ ଏହାର ଆବଶ୍ୟକତା ପୂରଣ କରିପାରିବା | 26 99990
ସ୍ଥାପନାପାଇଁ ଉଦ୍ୟମ ବଢ଼ିଗ୍ବଲିଛି | ଫଳରେ କୁଟୀରଶିଳ୍ପର ଏକ ବ୍ୟାପକ କାର୍ଯ୍ୟକ୍ରମ
ଦେଖୁବାକୁ ମିଳୁଛି ।
PHKM-C-ODA 9
20
Q5.
8۹6۹418 9568959 ଓଡିଆରେ ଅନୁବାଦ ൭൭:
In our democratic system, the press has a vital role. While there has
been large-scale expansion of the print and visual media in recent years, a
focused approach to dealing with major societal and political issues has still to
evolve. There is, as yet, excessive and exaggerated coverage of exposures and
scandals and far too little well-informed comment or analysis of the various
deep-rooted factors which generate the continuing malaise. The media could
make an extremely useful contribution by devoting adequate coverage to tasks
well done, highlighting the achievements of honest and efficient public
servants and organizations, according special attention to developments in the
remote and backward areas of our country. Our media is free and unfettered. It
should be able to expose cases and incidents involving irregular and unlawful
exercise of authority and abuses of all kinds. The existing ills in our
socio-political environment will, on present reckoning, take considerable time
to remedy. The Department of Personnel and Administrative Reforms should
focus on establishing institutions responsible for all personnel matters —
appointments, postings, transfers etc. — without any external interference.
Also, there is a need for adoption of a robust code of ethics to be followed by
those involved in public functioning.
ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ :
20
40
ഭ யல ସହ ସମାସର ନାମ ଲେଖ : 2x4=8
ଓ) ବିଦେଶାଗତ
0) 868
(ॐ) AGH
(ఇ) 999
PHKM -C-ODA 6
(b)
(০)
(d)
(e)
ନିମ୍ନରୂଢ଼ିପ୍ରୟୋଗର ଅର୍ଥ 60۹1 ବାକ୍ୟରେ ବ୍ୟବହାର କର :
0) லக் 2ل ଶେଉଳ ଧରିବା
00) କାହାକୁ 695 ନ ପାରିବା
(ii) AQ SH କୁମ୍ଭୀର
(iv) ଡେଙ୍ଗା ମୁଣ୍ତରେ ଠେଙ୍ଗା
ଏକପଦରେ ପ୍ରକାଶ କର :
ଓ ଜୟ କରିବାର ଇଚ୍ଛା
Gi) €% ନାଭିରେ ଯାହାର
68) ପାନ କରିବାର ଇଚ୍ଛା
(iv) ବିଶାଳ ଯଶ ଯାହାର
ବନାନଗତ ଅଶୁଦ୍ଧି ସଂଶୋଧନ କର :
0) ଯାନବାହାନ
ઊં) Age
(యు ସିନ୍ଦୁର
0૪) ପୂର୍ଣ୍ଣକ୍ଛେଦ
லல்ல ଥୁବା ବିଶେଷଣ ASG 6४121 :
6) ସେ ଭଙ୍ଗା କୁଡିଆରେ ଅଛନ୍ତି |
ઊં) ତାଙ୍କର ମନ ନିର୍ମଳ 8 |
क) AGI 9829 ଦୁର୍ବଳ |
(iv) ଏ କୂଅରେ ଆଣ୍ଠୁଏ ମାଣି ଅଛି |
PHKM-C-ODA 7
24ಎ.
SO ১৩ ১৬ Ww
2x4=8
2x4=8
|
4.
a
4
‡
ছি
7 বি , 1
સ ~ గ = कुवा دو رر -
i 7 પ ಲರ್ ਮਿਸ 04
୧
7۲ | 7
1.4 7 है

