← Back to UPSC Previous Year Papers

Previous Year Question Paper

QP-CSM-26-010926-Compulsory-ODIA

Pages7
FormatPDF
SourceOCR transcription

Please verify you're human to unlock the download & viewer links.

Full Text Transcript

Text below was recognized via OCR from scanned pages and may contain minor errors.

Civil Services (Main) Examination, 2026 KVMS-~C-ODA ଓଡ଼ିଆ / ODIA ( ବାଧରତାମୂଳକ ) / ( Compulsory ) ೨೧6: OF ८ ৰ 2911: 300 Time Allowed : Three Hours Maximum Marks : 300 ପ୍ରଶ୍ନପତ୍ର ସଂ ପର୍କିତ ନିର୍ଦ୍ଦେଶାବଳୀ ANN 6557 ஏஷ்‌ ۶969 8066) 868१88 8640600೧ IEE 010 FA: 069190096೧ 989 6६६१६ 695 / 069190 09/09/79 ૪૪6૪? 69/೧ ೧೫೧ 28 | 9299 602160 587 MA) ४ 986 0646 69166 69918/೪619 | ல ன்ஸ்‌ 9۶ ௪௭0௪ ண்‌ NLS 27 ೦19010 | AP 8868 ‏۶ئ‎ ‎௭99-900 6606 6A 666 57 7۶7 விலை ೧೫೧ ৪0001610166) | 29-999 JIG 6065 YY 57 ४४७४ GL 2% Sm ஷி ‏9ا9‎ 6/೧ 0696) வை / Question Paper Specific Instructions Please read each of the following instructions carefully before attempting questions: All questions are to be attempted. The number of marks carried by a question /part is indicated against it. Answers must be written in ODIA (Odia script) unless otherwise directed in the question. Word limit in questions, wherever specified, should be adhered to and if answered in much longer or shorter than the prescribed length, marks may be deducted. Any page or portion of the page left blank in the Question-cum-Answer (QCA) Booklet must be clearly struck off. KVMS-C-ODA Z Ql. SAMUS 60 କୌଣସି 60/04 ବିଷୟରେ 600 ଶବ୍ଦ ମଧ୍ଯରେ ଏକ ପ୍ରବନ୍ଧ ଲେଖ : 100 (a) ଭାରତବୋଧ ଅବଧାରଣା 6 2۴98 6 (1) ଡିଜିଟାଲଯୁଗରେ ନାଗରିକଙ୍କ କର୍ତବ୍ୟ ) ଭାରତର ଅନ୍ତରୀକ୍ଷ ଗବେଷଣା ७ ମଙ୍ଗଳଯାନ (ત) ସ୍ବାସ୍ଥ୍ୟସେବାର ଉପଲବ୍ଧତା ଓ ଗୁଣବତ୍ତା ৫2. 9944௦ ஸி வஸ்‌ ପାଠକରି ଏହାର ଆଧାରରେ ତଳେ ଦିଆଯାଇଥୁବା ପ୍ରଶ୍ନଗୁଡ଼ିକର ఇళ్ళ, ଠିକ ଓ ସଂ କ୍ଷିତ୍ତ ଉତ୍ତର ଦିଅ : 12x5=60 ଦୁଃଖବର୍ଗରେ ଭୟରସ୍ଥାନ ଯାହା, ଆନନ୍ଦବର୍ଗରେ ଉତ୍ସାହର ସ୍ଥାନ ତାହା | ଯେଉଁ କର୍ମରେ କଷ୍ଟ ଓ ହାନିକୁ ସହ୍ୟକ୍ରରିବାର ସାହସ ଥାଏ, ସେଇଠି ଆନନ୍ଦପ୍ରାସ୍ତିର 9५५६ ଉତ୍ସାହକୁ ଠିକ୍‌ ବୁଝିହୁଏ । କଷ୍ଟ ଓ ହାନିର ପାର୍ଥକ୍ୟ ଅନୁସାରେ ଉତ୍ସାହର ବି ପାର୍ଥକ୍ଯ ଜଣାପଡ଼େ । ସାହିତ୍ୟ ସମାଲୋଚ଼କମାନେ ଏହି ଦୃଷ୍ଟିକୋଣରୁ ଏ ଗୁଡ଼ିକୁ ଯୁଦ୍ଧବୀର, ଦାନବୀର, ଦୟାବୀର ଇତ୍ୟାଦି ବିଭାଜନ କରିଛନ୍ତି । ଏମାନଙ୍କ ମଧ୍ଯରୁ ସବୁଠାରୁ ପ୍ରାଚୀନ ଓ ପ୍ରଧାନ ହେଉଛି ଯୁଦ୍ଧବୀରତ୍ ଯେଉଁଠି ଆଘାତ, ପୀଡ଼ା ଏପରିକି ମୃତ୍ୟୁ ସୁଦ୍ଧା ଗୁରୁତ୍ବ ରଖେ ନାହିଁ | ଏହିପ୍ରକାର ବୀରତ୍ବର ପ୍ରକଟନ ପ୍ରାଚୀନକାଳରୁ OF ଆସିଛି, ଯେଉଁଥିରେ ସାହସ ଓ ଚେଷ୍ଟାର ପ୍ରଦର୍ଶନ ଚରମ ସୀମାକୁ ଛୁଉଁଛି | କିନ୍ତୁ କେବଳ କଷ୍ଟ ବା ପୀଡ଼ାର ସହନ କରିବାର ସାହସରୁ ଉତ୍ସାହର ସ୍ବରୂପ ପ୍ରକଟିତ ହୁଏ GIT | ଏହା ସହିତ ଆନନ୍ଦର ସହିତ ଚେଷ୍ଟା କିମ୍ବା ଉକ୍କଣ୍ଠାର ମିଳନ ଆବଶ୍ୟକ । ଅବଶ ହୋଇନପଡ଼ି ବଡ଼କଷ୍ଟବରଣ କରିବାକୁ ଇଚ୍ଛା କରିବାକୁ ସାହସ କୁହାଯାଇପାରେ, ଉହାହ ନୁହେଁ | ସେହିପରି GAA ହାତପାଦ ନ ହଲାଇ ପ୍ରଚୁର ପ୍ରହାର ସହ୍ଯ କରିବାର ସାହସ ଏବଂ କଠିନରୁ କଠିନ ପ୍ରହାର ସହ୍ଯ କରିବି ନିଜସ୍ଥାନରୁ ନ ହଟିବାକୁ ସାହସ କୁହାଯିବ ଏବଂ ପ୍ରବଳ ପ୍ରତିରୋଧର ସମ୍ମୁଖୀନ ହେଲେ ବି ଦୃଢ଼ ରହିବାକୁ ଅଟଳଉଦ୍ୟମ କୁହାଯାଏ | କେବଳ ଏହିପରି ସାହସ ଓ ଅଟଳ ଉଦ୍ୟମକୁ ଉତ୍ସାହ କୁହାଯିବ, ଯଦି Alea வ ଧୈର୍ଯ୍ୟଶୀଳ ବ୍ୟକ୍ତିଟି ଆନନ୍ଦର ସହ ନିଜ ଲକ୍ଷ୍ୟ ପଥରେ 21699 969, 2699 GAS ௭66 | ସ୍ପଷ୍ଟଭାବରେ କହିଲେ ଆନନ୍ଦର ସହ 9949 வ AEA! ଭିତରେ 9825 ଦେଖାଯାଇପାରେ, କେବଳ କଷ୍ଟ ASSIA 5654, ସାହସରେ ନୁହେଁ | ଉତ୍ସାହ ଭିତରେ ଉଭୟ ଦୃଢ଼ନିଷ୍ଠା ଓ ସାହସ ସଞ୍ଚାରିତ ହୁଏ । KVMS-C-ODA 2 ଦାନବୀର ଅର୍ଥତ୍ୟାଗ କରିବାର ସାହସ ଏବଂ 489 ମିଳିବାକୁ २० କଷ୍ଟ ଓ ROSCI ସହ୍ୟ କରିବାର କ୍ଷମତା ରଖେ ۱ ଯେତେବେଳେ ଦାନୀ ବ୍ୟକ୍ତି ଧନଦାନ ଦେଇ କିଛି ପରିମାଣରେ ଜୀବନଶୈଳୀରେ କଷ୍ଟବରଣ କରେ ବା କଠିନ ପରିସ୍ଥିତିର ସମ୍ମୁଖୀନ ହୁଏ, ସେତେବେଳେ லண ସ୍ବୀକୃତ ହୁଏ | ଏହି କଷ୍ଟ ବା କଠିନତା ଯେତେ ANG ହୁଏ ତାର ଦାନଶୀଳତା ସେତିକି ବଢ଼େ । କିନ୍ତୁ ଯେ ପର୍ଯ୍ୟନ୍ତ ଏହି ଅର୍ଥତ୍ୟାଗପାଇଁ ସାହସ ସହିତ ९९९०९ ଓ ଆନନ୍ଦର ସଂଯୋଗ ହୋଇନାହିଁ, ଉତ୍ସାହର ସ୍ଵରୂପ ପ୍ରକଟିତ ହେବ ନାହିଁ | 9989) ସଂସାରରେ ଏମିତି କଷ୍ଟକର କାର୍ଯ୍ୟ ରହିଛି ଯେଉଁଠି କଠିନ ଶାରୀରିକ ಇಲ್ಲ, ଏପରିକି ମୃତ୍ୟୁର ସମ୍ଭାବନା ବି ରହିଛି | ଗବେଷଣା କାର୍ଯ୍ୟପାଇଁ ବରଫାଦୃତ, 6௭௭௭8௦ ତୀଖ ପର୍ବତାରୋହଣ, ମେରୁ ଅଞ୍ଚଳ କିମ୍ବା ସାହାରା ମରୁଭୂମିରେ ଭ୍ରମଣ କରିବା, ଅଜଣା ଘନଅରଣ୍ୟକୁ ପ୍ରଦେଶ କରିବା ମଧ୍ଯ ପରାକ୍ରମ ଓ எல்லை வளி | ଆନନ୍ଦ ଓ ଆଗ୍ରହର ସହ ଏହି କାର୍ଯ୍ୟରେ ସଂପୃକ୍ତ ଲୋକଙ୍କ ଉଦ୍ୟମ ମଧ୍ଯ ଉତ୍ସାହର ଅନ୍ତର୍ଭୁକ୍ତ | (৪) ଉତ୍ସାହ ଭିତରେ ସାହସର ଭୁମିକା 96 ഒടു କର | യ ଦୃଢ଼ ଉଦ୍ୟମର ଅର୍ଥ କଣ ? (૭ ଉତ୍ସାହ କେମିତି ପ୍ରାସ୍ତ 7 (1) ଆନନ୍ଦୂପୂର୍ଣ୍ଣ ଉକ୍କଣ୍ଠା ଏବଂ ଉତ୍ସାହର AAT ନିରୂପଣ କର | (૭) ଅର୍ଥଦାନ କରିବାକୁ ଦାନୀବ୍ୟକ୍ତିକୁ କଣ ସହ୍ୟ କରିବାକୁ ପଡ଼େ ? ഒട. 8954۹19 ଗଦ୍ୟାଂଶଟିର ١۰8929119 ଏକ-ତ୍ପତୀୟାଂଶ ଶବ୍ଦ ମଧ୍ଯରେ ଲେଖ | ଏହି ଗଦ୍ୟାଂଶଟିର ନାମକରଣର ଆବଶ୍ଯକତା ନାହିଁ | வள ନିଜ ଭାଷାରେ ଲେଖ । ଜଣେ ଭଲ ଶ୍ରୋତା ହେବା ଏକ ଗୁରୁତ୍ବପୂର୍ଣ୍ଣ ଓ ଆକର୍ଷଣୀୟ ଜୀବନଶୈଳୀର ଆବଶ୍ୟକତା । ତଥାପି ଆମଭିତରେ କମ୍‌ ଲୋକ ଏ ବିଷୟରେ ଜାଣନ୍ତି । ଏହାର କାରଣ ଏହା ନୁହେଁ ଯେ ଆମେ ଖରାପ ଲୋକ, କିନ୍ତୁ ଆମକୁ କେହି ଏ ବିଷୟରେ ଶିଖେଇ ନାହାନ୍ତି ଯେ କିପରି ଶୁଣାଯାଏ ଏବଂ ଏହାଠାରୁ ଆହୁରି ଗୁରୁତ୍ବପୂର୍ଣ୍ଣ ૦૦૦ କମ୍‌ ଲୋକ ଆମକୁ ஸ்‌ ଶୁଣନ୍ତି । ତେଣୁ ଆମେ ସାମାଜିକ ଜୀବନରେ ଶୁଣିବା 216920 ବେଶୀ କହିବାକୁ AY, ଅନ୍ୟମାନଙ୍କ ସାଙ୍ଗରେ ମିଶିବାକୁ ఇట్ట କିନ୍ତୁ ସେମାନଙ୍କୁ ଶୁଣିବାକୁ ପ୍ରସ୍ତୁତ ନୋହୁଁ | ବନ୍ଧୁତା २66 ଧୁରେ ସାମାଜିକ ଅହଂମନ୍ୟତାରେ ପରିଣତ ହୁଏ । ଭଲଶ୍ରୋତାଟିଏ ଏମିତି କିଛି କାର୍ଯ୍ୟକରନ୍ତି ଯାହା ତାଙ୍କ ସାଙ୍ଗରେ ମୁଖଦ ସମୟ KVMS-C-ODA 3 12 12 12 12 12 60 வெல ସାହାଯ୍ୟକରେ | ବହୃସମୟରେ ଆମେ ଏହାର ଆବଶ୍ୟକତାକୁ ଅନୁଭବ ନକରି କଥାବାର୍ତା ଆରମ୍ଭ କରୁ, ଯାହା ମହତ୍ତୁପୂର୍ଣ୍ଣ କନ୍ଦ ଆମେ କଣ କହିବା ଆବଶ୍ୟକ ତାହା ସ୍ପଷ୍ଟ ନ ଥାଏ । କେବେ ଆମେ ଆମର କାମକୁ ନେଇ ବ୍ୟସ୍ତ ହୋଇପଡ଼ୁ, କେବେ ଆମେ କର୍ମକ୍ଷେତ୍ରରେ ۶۱8۹۱۹۱۴۹۵۰ ହେବାକୁ 6999, ଯଦିଓ ଆମେ ନିଶ୍ଚିତ ନୋହୁଁ ଯେ ଆମପାଇଁ କେଉଁଟି ଠିକ୍‌ | କେତେବେଳେ ସନ୍ଦେହର AG ଯେ ଆମର ସମ୍ପର୍କ ଖରାପ ଆଡ଼କୁ ଯାଉଛି କେତେବେଳେ କୌଣସି କଥାକୁ ନେଇ ଟିକିଏ ଚିନ୍ତିତ ହୋଇପଡ଼ୁ (ଯଦିଓ ଆମେ ଠିକ୍‌ ଭାବରେ ଜାଣୁନା ଯେ କେଉଁଠି ଭୁଲ ACR) କିମ୍ବା ଆମେ କୌଣସି ବିଷୟରେ ଭାରି ଉତ୍ତେଜିତ ଓ ଉତ୍ସାହିତ ହୋଇପଡୂ ଯଦିଓ ଏହାର ۹۱89۱4 48۹6969 ଜାଣିପାରୁନା | ବସ୍ତୃତଃ ଏ ସମସ୍ତ ବିଷୟ ସ୍ପଷ୍ଟୀକରଣର ଅପେକ୍ଷା ରଖେ । ଜଣେ ଭଲଶ୍ରୋତା ଜାଣେ ଯେ ଅନ୍ୟମାନଙ୍କସହ କଥାବାର୍ତା ଆରମ୍ଭ କରିବାକୁ ଯିବାବେଳେ ତାକୁ ଅଶାନ୍ତ ଓ ଅନିଶ୍ଚିତ ମାନସିକ ଅବସ୍ଥାରୁ ନିଶ୍ଚିତ ଶାନ୍ତ ଅବସ୍ଥାକୁ ଅଣାଯାଇପାରେ । ପରସ୍ପର କଥାବାର୍ତା ମାଧ୍ଯମରେ ଆମେ ଏହା ବୁଝିବାକୁ ଚେଷ୍ଟା କରିପାରୁ ଯେ 6A 96 ஷூ | କିନ୍ତୁ ପ୍ରକୃତରେ ଏମିତି ଘଟେ ନାହିଁ କାରଣ କଥାବାର୍ଡାରେ ଆମର ଇଚ୍ଛା 6 ଆବଶ୍ୟକତାର ଯଥେଷ୍ଟ ସଚ଼େତନତା ନଥାଏ । ତେଣୁ ବିଶ୍ଲେଷଣ କରିବା ପରିବର୍ତେ ଲୋକେ ନିଜକଥା ଉପରେ ଅଧୁୂକ ଗୁରୁତ୍ବ ଦିଅନ୍ତି । ସେମାନେ ନିଜର 096, ଉଦବେଗ, ଦୁଃଖ ଅବା ଆଶା ଇତ୍ୟାଦିକୁ ବାରମ୍ବାର 545% ଭାବରେ କହିଗ୍ନଲିଥାନ୍ତି | ଶୁଣିଲାବାଲା ଏହା ଶୁଣେ କିନ୍ତୁ ଭଲଭାବରେ ଏହାକୁ ବୁଝି ନୂଆକିଛି ଜଣାଇବାରେ ସାହାଯ୍ୟକରିପାରେ ନାହିଁ | ଭଲଶ୍ରୋତାମାନେ ଏହି ସ୍ଥିତି ବିରୁଦ୍ଧରେ வல்ல ଏକ କଳାଗୃତୁରୀ ଆପଣେଇଥାନ୍ତି । ଅନ୍ୟମାନେ କହିଲାବେଳେ ସେମାନଙ୍କ ମନ ନିକଟରେ ପହଞ୍ଚିବାପାଇଁ ଚେଷ୍ଟା କରନ୍ତି | ସମର୍ଥନସୂଚ଼କ ମନ୍ତବ୍ୟଦେଇ ଉତ୍ସାହିତ ൭൭8, ସହାନୁଭୂଚିମୂଳକ வெஸ்‌ ଅଙ୍ଗଭଙ୍ଗୀ ଓ ସମର୍ଥନ ണി ପ୍ରଦର୍ଶନ କରି ଆଗ୍ରହ ସୂଚ଼କ 'ହଁ କଲାଭଳି வெல ଦିଅନ୍ତି । ସବୁକଥାରେ ସେମାନେ ବକ୍ତାକୁ வெல ଗଭୀରତାକୁ ଯିବାକୁ ପ୍ରେରଣା ଦିଅନ୍ତି ۱ ସେମାନେ କହିବାକୁ ପସନ୍ଦ କରନ୍ତି - 'ଚୁମେ ଏ ବିଷୟରେ ଆଉ ४०9 କୁହ; 'ମୁଁ ପ୍ରକୃତରେ ତୁମକଥାରେ ४86४; 'ଏହା କେମିତି ହେଲା ? ତୁମେ 96 AGS 8۶۱| ଂଚୁମେ କଣ ଅନୁଭବ କରୁଛ ?' ଜଣେ ଭଲଶ୍ରୋତା ଏହା ଧରିନେଇଥାଏ ଯେ ଅନ୍ୟମାନଙ୍କ ۹9۱88169 ଅସ୍ପଷ୍ଟତା ସ୍ଵାଭାବିକ । ସେ ଅଧୀର ହୋଇ ନିଜେ ଆଲୋଚନା କରେ ନାହିଁ | 6A ବୁଝେ ଯେ କଥାବାର୍ଭାରେ ଅମ୍ପଷ୍ଟତା ଏକ ସାର୍ବଜନୀନ ଓ ଗୁରୁତ୍ବପୂର୍ଣ୍ଣ ମାନସିକ ସମସ୍ୟା ଏବଂ ଜଣେ ଭଲ ବନ୍ଧୁ ବକ୍ତାକୁ KVMS-C-ODA 4 ৫4. ସହଯୋଗ କରିବା ଉଚିତ | ବେଳେ ବେଳେ ଆମେ କୌଣସି ଅନୁଭବ ପାଖରେ ଆନମନା ହୋଇ ରହିଯାଉ ମାତ୍ର ଏହାର କାରଣ ନିର୍ଣ୍ଣୟ କରିପାରୁନା | ଏପରି 8666 ଏକ ଭଲଶ୍ରୋତା ଆମକୁ ବିସ୍ତାରିତ ଓ ଗଭୀର ଭାବରେ ବକ୍ତବ୍ୟ AIG ଉତ୍ସାହିତ କରେ ଓ ଆଗକୁ ଟିକିଏ ବଢ଼ିବାକୁ କହେ । ଆମର ଏମିତି ଜଣେ ଶ୍ରୋତାର ଆବଶ୍ୟକତା ଥାଏ ଯିଏ ଉପଦେଶ ଦେବା ବଦଳରେ କେବଳ ଯାଦୁକାରୀ ଶବ୍ଦ ଦୁଇଟି କହିବ - 'କହି லெ | ACE ଭାଇଭଉଣୀଙ୍କ ପ୍ରସଙ୍ଗ ଉଠାଇ କହୁ ଏବଂ ସେମାନେ ଟିକିଏ ଅଧୂକ ଜାଣିବାକୁ ଇଚ୍ଛା କରନ୍ତି - ସେମାନଙ୍କ ସମ୍ପର୍କ ପିଲାଦିନେ 6956 ଥୁଲା ? ସମୟକ୍ରମେ ଏହା କିପରି ବଦଳିଗଲା ? ସେମାନେ ଜାଣିବାକୁ ଆଗ୍ରହ ପ୍ରକାଶ କରନ୍ତି ଯେ ଆମର ଦୁଃଖ 6 ଉଦବେଗର ଉତ୍ସ କଣ ? ସେମାନେ ଏପରି ലെ AAAS - - ଆପଣ ଏଇ କଥାଟିପାଇଁ ଚିନ୍ତିତ କାହିଁକି ? ଏଇ କଥାଟି ଏତେ ବଡ଼ ସମସ୍ୟା ବୋଲି ଭାବୁଛନ୍ତି କାହିଁକି ? ସେମାନେ ଆମର ଅତୀତକୁ ௭986 | । ବେଳେବେଳେ ସେମାନେ ଆମେ କହିଥୁବା କୌଣସି ପୁରୁଣାକଥାକୁ ମନେପକାନ୍ତି ଓ ଆମେ ଅନୁଭବ କରୁ ଯେ ସେମାନେ ଆମ ସହିତ ଗଭୀର ସମନ୍ଧ ౧౧|| ଆଗ୍ରହୀ | ଘାତକ ସଦୃଶ ଅସ୍ପଷ୍ଟ କଥା କହିବା ଭାରି ସହଜ | ଆମେ ସାଧାରଣତଃ eg ଯେ କୌଣସି ବିଷୟ ସୁନ୍ଦର Fel କୁସ୍ଥିତ୍‌ ସୁଖଦ ବା ଦୁଃଖଦ । କିନ୍ତୁ ଏହା ବୁଝିବାକୁ ଚେଷ୍ଟା କରୁନା ଯେ ଆମକୁ ଏପରି ଅନୁଭବ ହେଉଛି କାହିଁକି ? ଏକ ଭଲଶ୍ରୋତା AAA 90੧੦9 କଥାବାର୍ଭାରେ ମୈତ୍ରୀପୂର୍ଣ୍ଣ ସକାରାମ୍ମକ ସଂଶୟ ବ୍ୟକ୍ତ କରିଥାଏ ଏବଂ ଏହାପଛରେ ଲୁଚିଥ୍ବବା ଗଭୀର ଭାବାବେଗକୁ ବୁଝିବାକୁ ଚେଷ୍ଟା କରିଥାଏ | 628 09) FYMAS ପରିଚ୍ଛେଦଟିକୁ ଇଂରାଜୀରେ ଅନୁବାଦ କର : ଭାରତୀୟ ନାବିକ ନୌଗ୍ବଳନାର କୌଶଳ ପାଇଁ ପ୍ରାନ୍ଜୀନ କାଳରୁ 988 age କରିଛନ୍ତି । ଆଜିଠାରୁ 5000 ବର୍ଷପୂର୍ବରୁ ସେମାନେ 5996൭ ନୌଗ୍ଭଳନା ଆରମ୍ଭ କରିଥୁଲେ | ସେ ସମୟରେ ସମୁଦ୍ରଯାତ୍ରାରେ ବ୍ୟବହାର ହେବାଭଳି ଖୁବ୍‌ କମ୍‌ ଉପକରଣ ଥିଲା | ଆଜିକାଲି AM ଉନ୍ମତ ଉପକରଣ ସେତେବେଳେ ଉପଲବ୍ଧ ନଥୁଲା | ବୋଧହୁଏ 916818۹۱8۹9 ନାବିକମାନଙ୍କର ପାଣିପାଗଜ୍ଞାନ ଅନୁଭୂତି ଓ ସୃକ୍ଷ୍ମ ଅବବୋଧ ଆଧାରିତ 8ல்‌ । ସେମାନେ ଗ୍ରହନକ୍ଷତ୍ରର ସ୍ଥିତି 21௪ କରିପାରୁଥୁଲେ, ପବନର ଗତି ଅନୁଧ୍ୟାନ ஸ்வ ଓ ସମୁଦ୍ରର ଜଳରାଶିର ରଙ୍ଗକୁ 6५४ ଗଭୀରତା ସ୍ଥିର କରିପାରୁଥଲେ । ସାମୁଦ୍ରିକ 919999 696 ସେମାନେ 889169 ଦୂରତା ସ୍ଥିର କରିପାରୁଥ୍ଲେ ଏବଂ ଅନେକ ସମୟରେ ନିକଟସ୍ଥ ଗୋଟିଏ ଦେଶର ଅବସ୍ଥିତି କଳନା லஸ்‌ | ସେତେବେଳେ କୌଣସି ସାମୁଦିକବିଦ୍ୟା KVMS-C-ODA छ 20 Q5. ଏକାଡେମୀ | | ତେଣୁ ସେମାନଙ୍କୁ ଯେଉଁ ପ୍ରଶିକ୍ଷଣ 9000 ତାହା வ 6 99 AIAG 29௨ മുഖ! | ଯେତେବେଳେ କୌଣସି ଦୁର୍ଘଟଣା ஏல, ସେମାନଙ୍କର ସାହସ 6 ટાતૃભ્ધાલ ବଳ ସେମାନଙ୍କୁ ଯାତ୍ରା ଅବ୍ୟାହତ ରଖୁବାକୁ ପ୍ରେରଣା லலி | ଏହାରି ବଳରେ ନାବିକମାନେ ପଶ୍ଚିମରେ ପାରସ୍ୟ ଉପସାଗର, ଆଫ୍ରିକାର ପୂର୍ବ ଉପକୂଳ ౨ gaace ପୂର୍ବ ଇଣ୍ଡୋନେସିଆ, କାମୋଡ଼ିଆ, 26९6, 69186, ସେଲିବିସ ପ୍ରଭୃତି ५1469 ପହଞ୍ଚି ପାରିଥିଲେ | ଆଧୁନିକ ସମୁଦ୍ରବିଦ୍ୟା ପ୍ରଶିକ୍ଷଣ 1920 ଦଶକର ପ୍ରାରମ୍ଭରୁ ଆରମ୍ଭ ହୋଇଥିଲା | ۹۱۲1۹9۱869 ଭାରତରେ ପରିବର୍ତନର ଏକ ସୁଖଦ 646 ପ୍ରବାହିତ ହୋଇଛି | ۵۷6999 வல ଗୌରବ-ଜାହାଜଯାତ୍ରାର ପରମରା-ସୂର୍ଯ୍ୟ ଯାହା ଗତ କିଛି ଶତାବ୍ଦୀପୂର୍ବରୁ ଅସ୍ତମିତ லஸ்‌, ପୁଣି ଉଦୟ ହୋଇ ଟମକୁଛି | ଭାରତୀୟ ଜାହାଜଯାତ୍ରା ବ୍ୟାପାର ଏବେ ଠିକ୍‌ ଦିଗକୁ ଅଗ୍ରସର ହେଉଛି | 8961۹18 ପରିଚ୍ଛେଦକୁ ଓଡ଼ିଆରେ ଅନୁବାଦ କର : Orientation for entrepreneurship has to start right from the schools. 10 schools, teachers need to highlight the role of entrepreneurship in national development. During college, students must be exposed to business development opportunities and must be trained towards the creation of new enterprises. Parents should encourage their children to take up new ventures after their education. We should cultivate a mindset that ‘Idea is wealth’. The government must create a facilitating environment for the provision of venture capital for innovative ideas without collateral security. Universities and engineering and management institutions should work with banks and other funding agencies towards simplifying procedures for setting up businesses and working with entrepreneurs till the project becomes self-sustaining and viable. Procedures in government should facilitate the spotting and recognition of new Indian talent in entrepreneurship by creating a level playing field for healthy competition. Citizens who can afford it should turn themselves into angel investors or start venture capital organizations to fund such new ventures. Big and small industries need to have an open mind in order to encourage and partner with young entrepreneurs. KVMS-C-ODA 6 20 ૦6. ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ : (a) ବ୍ୟାସବାକ୍ଯ ସହ ସମାସର ନାମ ଲେଖ : ଓ ବନଜାତ (i) Aya ആ ନୀଳାକାଶ 0४) 50%! 0) ନିମ୍ନ ପ୍ରୟୋଗ ଗୁଡ଼ିକର ணச்‌ க ବାକ୍ୟରେ ବ୍ୟବହାର ൭൭: 0) ପରଦାନା ମାରିବା ଓ) ବିରାଡ଼ି 6૧૦૦ (షు ମାଙ୍କଡ଼ ହାତରେ ଶାଳଗ୍ରାମ (iv) କାଳୀଗାଭଇର ଭିନ୍ନ ଗୋଠ (୦ ସନ୍ଧିବିଚ୍ଛେଦ ൭൭: ଓ ପରୀକ୍ଷା 0) ଜୟଦଥ (ii) ଉଲ୍ଲାସ 0४) ମନସ୍ତାପ (ત) ନିମ୍ନଶବ୍ଦ ଗୁଡିକର ಇಗ ସଂଶୋଧନ କର : ଓ ଗୃପଲ୍ୟତା ல்‌ ஷி (४) ଉପଯୋଗୀତା (iv) ye ഭ ନିମ୍ନ ۹۱۹۹۶۷۹۴۹۳6۹ acl ବିଶେଷଣ aeg 5६1८: ଓ ଏଇଟା ସୁନାର ହାର । ઊં) ତାଙ୍କ ମନ ନିର୍ମଳ ଥୁଲା | (1) ସେ ଦରିଦ୍ର ଜୀବନଯାପନ କରନ୍ତି | (iv) ଘୋଡ଼ାଟି 266 ೬66 69198 | KVMS-C-ODA 7 40 2x4=8 ¢ 0७ ९ 2x4=8 ¢ ୦ £ ९७ 2x4=8 ॥୭ ‏وا‎ ୭୮: ১৬ 2x4=8