Full Text Transcript
Text below was recognized via OCR from scanned pages and may contain minor errors. Mathematical formulas and symbols may be approximate - please refer to the PDF for the exact equations.
Civil Services (Main) re
Examination- 2025 SLPM-C-ODA
ଓଡ଼ିଆ / ODIA
(೪191೧೫೪) / ( Compulsory )
೨೧6: OF ೧4/ ട്ട് 064%: 300
Time Allowed : Three Hours Maximum Marks : 300
ପ୍ରଶ୍ନପତ୍ର ସଂ ପର୍କିତ ନିର୍ଦ୍ଦେଶାବଳୀ
999 699/1 YEN FIEN ૪૦૦ 069199 86६89 AGA IEC 010 ೪೧:
೮69196 JIN QAR 60919 686 /
069199 09/09/78 79666) VAIN ೧೫೧ 2 /
AAR 698/6೧ (BFE MA) ೪1090 0646 ೫೯9/6೧ 6989 6 |
ജ്ജ 6ARO ૪૪ 6 0646 ೧88 GIG! ۷۷۶۶۸97 | AP 8868 06489
૪૪૦૧૪૪૦ 6606.668 698 ૦/ ৪0 296969 FAR ೪೧/೦/೧೮6೧ /
939-999 ೦59/೧ 60605 ४४ 5/ ४५४७ GL 2% Cm NEACM 2౧ 6/೧ ४6४७
9/9599 3۶۶ /
Question Paper Specific Instructions
Please read each of the following instructions carefully before attempting
questions : 7
All questions are to be attempted. గ
The number of marks carried by a question is indicated against it.
Answers must be written in ODIA (Odia script) unless otherwise directed in the question.
Word limit in questions, wherever specified, should be adhered to and if answered in much
longer or shorter than the prescribed length, marks may be deducted.
Any page or portion of the page left blank in the Question-cum-Answer (QCA) Booklet must
be clearly struck off.
SLPM-C-ODA Z
}
Ql. HIMES 68 କୌଣସି 60/04 ବିଷୟରେ 600 99 7೬6೧ ଏକ ପ୍ରବନ୍ଧ ଲେଖ 700
2৬১৮-১৯ “HVE
(8) ଭାରତୀୟ ଜ୍ଞାନ 099918 91961961
0) ଏକ ବିଶ୍ବଯୁଦ୍ଧର ८158 ଆତଙ୍କ
) ଡିଜିଟାଲ୍ ଅର୍ଥପ୍ରଦାନର ଉପାଦେୟତା
(ଏ) କ୍ରୀଡ଼ାଜଗତରେ ଭାରତୀୟ ମହିଳାଙ୍କର ଅଂଶଗ୍ରହଣରେ ९
૦2. 5१6७ ପରିଚ୍ଛେଦଟିକୁ ଧ୍ୟାନପୂର୍ବକ ପାଠକରି ଏହାର ଆଧାରରେ ତଳେ
ଦିଆଯାଇଥୁବା ପ୍ରଶ୍ନଗୁଡ଼ିକର ସ୍ପଷ୍ଟ, ଠିକ ଓ arg aan ଦିଅ : 72×5=60
ଜୈବ ବିବିଧତା ହଁ ଜୀବିତ ପ୍ରଜାତିଙ୍କର ବିବିଧତା, ଯେଉଁଥିରେ ତାଂକର ବଂଶଗତ ବା
ଜେନେଟିକ ବିବିଧତା ଏବଂ ତାଙ୍କ வுல ନିର୍ମିତ ସାମୂହିକ ଜୈବ-ପାରିବେଶିକ (ଇକୋସିଷ୍ଟମ୍)
ବ୍ୟବସ୍ଥା ସଂଯୁକ୍ତ | ସଂପ୍ରଚି ଏହି ବିବିଧତାପୂର୍ଣ୍ଣ ଜୀବନ ଗୁରୁତର ସଂକଟର ସମ୍ମୁଖୀନ ହେଉଛି |
ବୈଜ୍ଞାନିକମାନଙ୍କର ଚିନ୍ତାର ବିଷୟ ଏହି ଯେ ସଂପ୍ରତି ବିଷୁବ ମଣ୍ଡଳୀୟ ଜଙ୍ଗଲ ହାନି ଏବଂ
ବିଶୃଙ୍ଖଳା ଯେଉଁ ହାରରେ ଘଟୁଛି, ଆଗାମୀ ୨୫ ବର୍ଷ ମଧ୍ଯରେ ପ୍ରତି ଦଶଵିରେ ମୋଟାମୋଟି
ସମଗ୍ର SYS MAMA ବନ୍ୟ ପ୍ରଜାତିର ଶତକଡ଼ା و ୧୦ ଭାଗ ଲୁପ୍ତ ହୋଇଯିବ |
ଏହିବିଲ୍ଲପ୍ତ ହୋଇଯିବାର ସଂକଟ କେବଳ ବିଷୁବ CAMA ଜଙ୍ଗଲରେ ସୀମିତ
ନୁହେଁ । ନଦୀଗୁଡ଼ିକ ଅବରୁଦ୍ଧ ହେବା ସହିତ ବିଦେଶୀ ପ୍ରଜାତିର ଆଗମନଯୋଗୁଁ ମିଠାପାଣିରେ
ஜெ ପ୍ରାଣୀ 6 AAG କ୍ଷେତ୍ରରେ ନାଟକୀୟ ପରିବର୍ତନ AGS ۱ ସାମୁଦ୍ରିକ ଦ୍ଵୀପ ସମୂହରେ
ବିଗତ ସହସ୍ଥ ବର୍ଷମଧ୍ୟରେ ସର୍ବାଧୂକ ବିଲୁପ୍ତି ଘଟିଛି ଏବଂ ଏହା ஏல ସର୍ବାଧୂକ
ସଂକ୍ରଟାପନ୍ନ ଜୈବ-ପାରିବେଶିକ ପରିସ୍ଥିତି |
ପ୍ରଜାତି ସମୂହର, ବଂଶଗତ ல ପ୍ରାଣୀ ଓ ଉଦ୍ଭିଦ ଜଗତର ହ୍ରାସ ଏବଂ
ଜୈବ-ପାରିବେଶିକ ବ୍ୟବସ୍ଥାର SQW २८ ଏହି ପିଢ଼ି ଓ ଆଗାମୀ ପିଢ଼ିର ଅଶେଷ 856
ସୂଚ଼ନା ଦେଇଛି | ଆଜି ଯେଉଁ ପ୍ରଜାତି ஜெ ତାଂ ମୂଳରେ ରହିଛି ଅଜଣା ଖାଦ୍ୟ, ଓଁଷଧ 6
ଶିଳ୍ପାୟନ ପ୍ରକ୍ରିୟା । ଜୈବ-ପାରିବେଶିକ ବ୍ଯବସ୍ଥା ଜନସଂଖ୍ୟାକୁ ରକ୍ଷା କରିବାର ସାମର୍ଥ୍ଯ
ହରାଉଛି, ଏବଂ ତା'ର ଅଧପତନ ஏ TAI କ୍ଷୟ୍ ଜଳାଧାରର ଲବଣୀକରଣ, ସାନୀୟ
ଜଳବାୟୁରେ ପରିବର୍ତନ, ମରୁଭୂମିରେ ପରିଣତ ହେବା 6 904 କ୍ଷମତା ହ୍ରାସ ପାଇବା
ଫଳରେ ଆମକୁ ଅଧୁକ ମୂଲ୍ୟ ଦେବାକୁ ପଡ଼ୁଛି |
SLPM-C-ODA 2
Q3.
ଜୈବିକ ସଂସାଧନର ମୂଲ୍ୟକୁ ନିର୍ଧାରଣ କରିବା dia SF ମୁଖ୍ୟ ଦୃଷ୍ଟିକୋଣର
ଉପଯୋଗ କରାଯାଇଅଛି | ଉପଭୋଗ-ଉପଯୋଗ ମୂଲ୍ଯାୟନରେ ଜାଳେଣି GIO, ಇಂ,
ଶିକାର-ମାଂସ ପରି ଦ୍ରବ୍ୟର ମୂଲ୍ୟ ଆକଳନ ଓ ଉପଯୋଗ ବଜାର ମାଧ୍ଯମରେ ନହୋଇ
ସିଧାସଳଖ ହୋଇଥାଏ | ଉତ୍ପାଦକ-ଉପଯୋଗ ମୂଲ୍ୟାୟନ କ୍ଷେତ୍ରରେ 6A ସମସ୍ତ ଉତ୍ପାଦିତ
ଦ୍ରବ୍ୟର ମୂଲ୍ୟାଙ୍କନ କରାଯାଏ ଯାହା ବାଣିଜ୍ୟିକ ଦୃଷ୍ଟିକୋଣରୁ ଅମଳ କରାଯାଇଥାଏ
ବା ବିକ୍ରି କରାଯାଇଥାଏ, ଯଥା - କାଠ, ମସ୍ଥ୍ୟ ମାଂସ ମହୂ ଏବଂ ଓଁଷଧୀୟ ଉଭିଦ |
ଅଣଉପଭୋକ୍ତା-ଉପଯୋଗ ମୂଲ୍ୟାୟନରେ ଜୈବ-ପାରିବେଶିକ ବ୍ୟବସ୍ଥାର କାର୍ଯ୍ୟ ଯେପରି
ଜଳସଂଚ଼ୟ କ୍ଷେତ୍ର ସଂରକ୍ଷଣ ଫଟୋସିନ୍ଥେସିସ୍, ଜଳବାୟୁ 9988, ମୃତିକା ଉତ୍ପାଦନ
ପ୍ରକ୍ରିୟାର ପ୍ରତ୍ୟକ୍ଷ ମୂଲ୍ୟାଙ୍କନ କରିବା ସହିତ କିଛି ପ୍ରଜାତି ବର୍ତମାନ ମଧ୍ଯ ଜୀବିତ ଅଛନ୍ତି, ତାହା
ଜାଣିବାର ଆଗ୍ରହ ସଂପୃକ୍ତ |
ନୀତି-ପ୍ରଣେତାମାନେ ଅନେକ ସମୟରେ ଉପ୍ପାଦକ-ଉପଯୋଗକୁ ଅଧୂକ ଗ୍ରହଣ
କରନ୍ତି, କାରଣ ସେଗୁଡ଼ିକ ବନୀକରଣ, ௭8199 ପରି ବଡ଼ ଉଦ୍ୟୋଗ ସହିତ ସମନ୍ଧିତ ଓ
ରାଷ୍ଟ୍ମୀୟ ଆୟରେ ଏହାର ପ୍ରଭାବ ପରିଲକ୍ଷିତ ହୁଏ |
(୫) ଜୈବ ବିବିଧତା କଣ ?
0) रित ସଂକଟ କହିଲେ କଣ ବୁଝାଯାଏ ?
(૭ GAG ପ୍ରଜାତି ଏବଂ ବଂଶଗତ ବିବିଧତାର ବିଲୁସ୍ତି ଫଳରେ କେଉଁ ପ୍ରକାର ସଂକଟ ସୃଷ୍ଟି
ହେଉଛି ?
(1) ` ଅଣଉପଭୋକ୍ତା-ଉପଯୋଗର ମୂଲ୍ୟାୟନ କହିଲେ କଣ ବୁଝାଏ ?
(9) ନୀତି-ପ୍ରଣେତାମାନେ କେଉଁ ପ୍ରକାରର ମୂଲ୍ୟାୟନକୁ AI ଗ୍ରହଣ କରନ୍ତି ଓ କାହିଁକି ?
6961۹19 ଗଦ୍ୟାଂ ଶଟିର 9۴892918 ଏକ-ତୃତୀୟାଂଶ ଶବ୍ଦ ମଧ୍ଯରେ ନିଜ ଭାଷାରେ
ଲେଖ । ଗଦ୍ୟାଂଶର ନାମ ଦେବା ଅନାବଶ୍ୟକ ।
ଆମେ ଯଦି ସୁଖ କଣ ଜାଣିବାକୁ ಇಳ. 6969 କୌଣସି କାଳ୍ପନିକ ଜଗତରେ ନୁହେଁ
ବରଂ ସଂପୂର୍ଣ୍ଣ ସମୃଦ୍ଧ ଓ ମୁଖୀ ଜୀବନ 6889 ମଣିଷଙ୍କ ମଧ୍ଯରେ ଖୋଜିବାକୁ ପଡ଼ିବ | ଯଦି
ତୁମେ ପ୍ରକୃତରେ ଜଣେ ସୁଖୀ ବ୍ୟକ୍ତିକୁ ଲକ୍ଷ୍ୟ କରିବ ତ 69%9 ଯେ ସେ ହୁଏତ ନୌକା
ଚିଆରି କରୁଛି, ఇం ସଂରଚ଼ନା କରୁଛି, ପୁଅକୁ ପଢ଼ଉଛି ବା ବଗିଚାରେ ସୁନ୍ଦର ଫୁଲ ଫୁଟଉଛି
କିନ୍ତୁ ସେ ସୁଖକୁ କେବେ କେମିତି வ ଗୋଟେ ଦୁର୍ଲ୍ଲଭ ବସ୍ତୁପରି ଖୋଜୁନଥ୍ବବ | ସେ
GAAS ଯେ ଦିନର ୨୪ ଘଣ୍ଟା ବ୍ୟସ୍ତତା ମଧ୍ଯରେ 68 ବଞ୍ଚୁଥିବା ଜୀବନ ହିଁ ମୁଖର |
SLPM-C-ODA 3
12
12
12
12
12
60
କୌଣସି ବ୍ୟକ୍ତି ନିଜ କାର୍ଯ୍ୟରେ ଖୁସି ହେଇ ପାରିବନି ଯଦି ତାହା ସଂପୂର୍ଣ୍ଣ ରୂପରେ ତାଂ
ନିଜ WATS 629९6 ଏବଂ ବିଶେଷ ଭାବରେ ଯଦି ତାହା 9" ନିଜର 9999
ଆବଶ୍ୟକତା ପରିପୂରଣ ଜନିତ ଆତ୍ମସନ୍ତୋଷ வல | ସେହିପରି କେହି 91 ନିଜ
ସାମାଜିକ ସଂପର୍କରେ 0੬68 ଖୁସି ହେଇ ପାରିବନି ଯାହା କେବଳ ତା' ନିଜଉପରେ ବା ତା
ନିଜର ନିକଟତମ ଓ ସୀମିତ AQAA ଆଧାରିତ 6৪৯৭ ସୁତରାଂ ସୁଖ ପ୍ରାପ୍ତି ନିମନ୍ତେ
ଆମେ ନିଜ ବାହାରେ ଅନ୍ଵେଷଣ କରିବା କଥା |
ଯଦି 969 କେବଳ ତୁମ ନିଜପାଇଁ 98८9 ତେବେ ତୁମେ ସର୍ବଦା ତୁମ ନିଜର
GAGA, ନିଜର ରୁଚିର 99999 666694 ବିରକ୍ତ ଅନୁଭବ କରିବ | ତୁମେ ଗୋଟିଏ
ମହତ୍ତର ମାନବିକ ସୁଖ ପ୍ରାପ୍ତିର ସୁଯୋଗ ଓ ol’ ବହୁତ ନିଜକୁ ଯୋଡ଼ି ଦିଅ | ଯେପର୍ଯ୍ୟନ୍ତ
ଜଣେ ନିଜର AVG ମାନବ ସେବାରେ ସମର୍ପଣ କରିନଥାଏ ସେ ପର୍ଯ୍ୟନ୍ତ ଜୀବନର ପ୍ରକୃତ
ଅର୍ଥକୁ ସେ ହୃଦୟଙ୍ଗମ କରିନଥାଏ । ଯଦି ତୁମେ ନିଜ ମହତ ଉଦ୍ଦେଶ୍ୟ ପାଇଁ ଗର୍ବ କରୁଥାଅ
6666 ତାଂର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ମନଭିତରେ ଏକ ସୂଚୀ ପ୍ରସ୍ତୃତ କର | ନିଜକୁ ੦੧੦
ଯେ ତୁମେ ସେହି ଲକ୍ଷ୍ୟ ସାଧନ କରିବାକୁ A ଏବଂ ସୁଖୀ ହେବାର ସୁଯୋଗକୁ ହାତଛଡ଼ା
କରିବାକୁ AS, ଅଥବା ତୁମେ ସୁଖୀ ହେବାକୁ ପସନ୍ଦ କରିବ ଓ ତୁମ ଅହଂ ବା ସ୍ବାଭିମାନ ଦାବୀ
RAAT ସମ୍ମାନକୁ ହାତଛଡ଼ା ହେବାକୁ ଦେବ |
ଯେଉଁଠାରେ ମହତ୍ତର ଆନନ୍ଦ ଏବଂ ନୀତିନିଷ୍ଠତା ଖୋଜାଯାଏ ସେଠାରେ କେବଳ
ଗୋଟିଏ ଜୀବନ ଦର୍ଶନ ଅଛି, ତା' ହେଉଛି 96919 ପରୋପକାର ଭିଭିକ ଦର୍ଶନ | ଜଣେ
ପ୍ରକୃତ ସୁଖୀ ७५७, ସର୍ବଦା ଜଣେ ସଂଘର୍ଷରତ ଆଶାବାଦୀ ମଣିଷ | ଆଶାବାଦ କେବଳ
ପରୋପକାର ନୂହେଁ 6 ସହିତ ସାମାଜିକ 9199, ସାମାଜିକ ନିର୍ଭୀକତା ଏବଂ ஹஹ ମଧ୍ଯ
ସଂଯୁକ୍ତ | ଏହି ଶ୍ରେଣୀଭୁକ୍ତ ନାରୀ ଓ ପୁରୁଷ ସେମାନେ, ଯେଉଁମାନେ ଜୀବନକୁ ९७७16
ସହିତ ଗ୍ରହଣ କରନ୍ତି, ଏବଂ ପ୍ରବୀଣଙ୍କ ପରି ବାସ୍ତବତାର ଓ ନିରାଯକ୍ତ ଭାବରେ କଠିନତାର
ସମ୍ମୁଖୀନ 986, ଜ୍ଞାନ ସହିତ କରୁଣାର ସମନ୍ୟ କରନ୍ତି, ବଞ୍ଚିବାର ଆଗ୍ରହକୁ ହାସ୍ୟମୁଖରତା
ସହିତ ବୃଦ୍ଧିକରିଥାନ୍ତି ଗୋଟିଏ 9969 କହିଲେ, ସେମାନେ ହିଁ ପରିପୂର୍ଣ୍ଣ ମଣିଷ | ଗୋଟିଏ
ଉତ୍ତମ ଜୀବନ ପରୋପକାରୀତାରେ ସକ୍ରିୟତା ଏବଂ କାର୍ଯ୍ୟନିର୍ବାହୀ ଦର୍ଶନର ଅପେକ୍ଷା
96% ଏହା ହିଁ ସନ୍ତୋଷଜନକ ଜୀବନ ଏବଂ ମଣିଷ ହୋଇଥିଲେ ବି ସୁଖୀହେବାର ଏକମାତ୍ର
ମାର୍ଗ ।
ସୁଖର ଉପାଦାନ ଏତେ ସହଜ-ସରଳ ଯେ ତା'କୁ 8٥۹8۴069 ଗଣାଯାଇ ପାରିବ |
ସୁଖ ନିଜ AGA AIAN 0%” ଏହା ସରଳ AMAA! Ala AS ହୃଦୟବତ୍ତା ଉପରେ
ଆଧାରିତ । ଏଠି ଧର୍ମର ଆବଶ୍ୟକତା ନାହିଁ, କିନ୍ତୁ ନୈତିକ ମୂଲ୍ୟବୋଧ ଆଧାରିତ ଦାର୍ଶନିକ
ସିଦ୍ଧାନ୍ତ ବିନା କେହି ଏହା ଉପଲବ୍ଧ କରିବା ସମ୍ଭବ ନୁହେଁ । ସ୍ଵାର୍ଥପରତା ଏହାର 69 | ଅନ୍ୟକୁ
ସୁଖୀ ଦେଖୁବାକୁ ହେଲେ ନିଜକୁ ସୁଖୀ வில ପଡ଼େ | ଭିଡ଼ ମଧ୍ୟରେ ଦୀର୍ଘ ସମୟ
ଖୋଜିଲେ ସୁଦ୍ଧା ଏହା ૧૦૦ ମିଳିଥାଏ, ଏକାନ୍ତରେ ଚିନ୍ତନ ସମୟରେ ଏହା ସହଜରେ
ଉପଲବ୍ଧ । ଏହା କିଣାଯାଇ ପାରିବନି, ଟଂକା ସହିତ ଏହାର ସଂପର୍କ ନାହିଁ କହିଲେ ଚ଼ଳେ |
SLPM-C-ODA 4
Q4.
966 ७५७ 6൫൭96൭ ଠିକରେ ସନ୍ତୁଷ୍ଟ ନହେବା ପର୍ଯ୍ୟନ୍ତ ମୁଖୀ ହେଇ ପାରିବନି |
ତେଣୁ ଆମ୍ବ ନିରୀକ୍ଷଣରୁ 9489 26۹84 ପ୍ରାରମ୍ଭ ହେବା ଆବଶ୍ୟକ | ଏହି ଦିଗରେ
ଅନେକ କିଛି କରାଯାଇ ପାରେ, ବହୁତ କମ୍ କାମ କରାଯାଇଛି | ତଥାପି ଏହି ଆମ୍ବ ବିଶ୍ଲେଷଣ
ଅନ୍େଷଣ ପ୍ରକ୍ରିୟା ତା'ଉପରେ ନିର୍ଭର କରେ ଯାହା ବ୍ୟକ୍ତିକୁ ଅନନ୍ୟ କରିଥାଏ ଏବଂ ଯାହାର
ବିକାଶ ହିଁ କେବଳ ସନ୍ତୋଷ ଆଣି ଦେଇପାରେ | ତେଣୁ ଯଦି ଜଣକୁ ସୁଖର ଯୋଜନା ପ୍ରସ୍ତୁତ
କରିବାକୁ ହୁଏ 6969 - ତା'କୁ 2969 ସନ୍ତୁଷ୍ଟ 999 69௦, ବିଳାସ ९6666 986),
ଆତ୍ମପ୍ରଦର୍ଶନ ପରିବର୍ତେ ମାର୍ଜ୍ିତଭାବ ଦେଖାଇବା, ଯୋଗ୍ୟ ହେବା, କଠିନ ଅଧ୍ବସାୟ ସହିତ
ବିଗ୍ଭର ନିମଗ୍ନ ହେବା, ଭଦ୍ରଭାବରେ ବାର୍ତାଳାପ କରିବା, ତାରା ଓ ପକ୍ଷୀ, ଶିଶୁ ଓ 56ء
ମୁକ୍ତ ହୃଦୟରେ ଶୁଣିବା, ସବୁକିଛି ଆନନ୍ଦରେ ସହିବା, ନିର୍ଭୀକତାର ସହିତ କାର୍ଯ୍ୟ କରିବା ଏବଂ
ARAMAIC ସର୍ବମାଧାରଣଙ୍କ ଜୀବନରେ ସାବଲୀଳ 8 ۹2۶ ଭାବରେ ବ୍ୟାପ୍ତ କରିବାକୁ
ହେବ । ଏହା ଜାଣିବା ଉଚିତ ଯେ କୌଣସି ସରକାର ତୁମପାଇଁ ଏହା କରିପାରିବ ନାହିଁ; ତୁମେ
ନିଜପାଇଁ ନିଜେ କରିବା ଆବଶ୍ୟକ ।
(530 99)
5656 ପରିଚ୍ଛେଦଟିକୁ ଇଂରାଜୀରେ ଅନୁବାଦ କର :
ସମଗ୍ର 5966 ଆତଙ୍କବାଦ ମାନବିକତା ପ୍ରତି ଏକ ବିରାଟ ବିପଦ ସୃଷ୍ଟି କରୁଛି |
ଆମେରିକା, ଭାରତ, ଇସ୍ରାଏଲ ଆଦି ପରି ଦେଶସମୂହ ଆତଙ୍କବାଦର 069 ମୁକୁଳିବାପାଇଁ
ସଂଘର୍ଷ କରୁଛନ୍ତି | କିନ୍ତୁ ଏହି ଫାଶ କ୍ରମାଗତ ଭାବରେ ଦୃଢ଼ ହେବାରେ ଲାଗିଛି । ପ୍ରାୟ
ପ୍ରତ୍ୟେକ ଦିନ ସମ୍ବାଦ ପତ୍ରର ପ୍ରଥମ ପୃଷ୍ଠାରେ ବଡ଼ ବଡ଼ ଅକ୍ଷରରେ ଆତଙ୍କବାଦୀଙ୍କର ଘୃଣ୍ୟ
କାର୍ଯ୍ୟ ପ୍ରକାଶ ପାଉଛି | ଦିନର ଆରମ୍ଭ ଏହି ଭୟଙ୍କର ସମ୍ବାଦରୁ ହେଉଛି | କିଏ ଜାଣେ
କେତେ ନିରୀହ ଲୋକଙ୍କୁ ଏମାନେ ନିଜ ସ୍ବାର୍ଥ ନିମନ୍ତେ ବଳି ଦେଉଛନ୍ତି ।
ସ୍ବାଧୀନତା ପରବର୍ତୀ କାଳରେ କିଛି ଲୋକ ବିଦେଶୀ କ୍ଷମତା ପ୍ରଭାବରେ ଭାରତରେ
ଆତଙ୍କବାଦର ମଞ୍ଚି ବପନ କରିଦେଲେ | ଏହାର ମୂଳ ଏବେ ସଂପୂର୍ଣ୍ଣ ଦେଶରେ ଏପରି
ଭାବରେ ବ୍ୟାପ୍ତ ହୋଇଯାଇଛି ଯେ ପରିସ୍ଥିତି ଅତ୍ୟନ୍ତ ଶୋଚ଼ନୀୟ ହୋଇପଡ଼ିଛି | କାଶ୍ମୀରରେ
ଆତଙ୍କବାଦ ଅତି ଭୟାବହ ରୂପରେ ବିଦ୍ଯମାନ । ସେଠାକାର ମୂଳ ନିବାସୀ ଏବେ
ଶରଣାର୍ଥୀଙ୍କ ପରି ରହିଛନ୍ତି | ପ୍ରତ୍ୟେକ ଦିନ ଭୟର ଛାୟାତଳେ ଅତିବାହିତ ହେଉଛି ଯେ
ଆଜି କଣ ହେବ ? କେବଳ କାଶ୍ମୀର ନୁହେଁ, ଆସାମ, ପଶ୍ଚିମ ବଂଶ, ନାଗାଲାଣ୍ଡ ଆଦି ۹
ମଧ୍ଯ ଆତଙ୍କବାଦୀମାନେ ACHES କରି ରଖୁଛନ୍ତି 4 ସମସ୍ତ ରାଜ୍ୟରେ 8۸۷۶۹-48۶۳
ବ୍ୟବସ୍ଥା ବିପନ୍ନ । ସୈନ୍ୟବିଭାଗ ଓ ପୋଲିସ୍ ଦେଶରୁ ଏହି ସମସ୍ୟାକୁ ଦୂର କରିବା ନିମନ୍ତେ
କଠିନ ପରିଶ୍ରମ କରୁଛନ୍ତି । ସରକାର ମଧ୍ଯ ଆତଙ୍କବାଦକୁ ଦୂର କରିବା ନିମନ୍ତେ ନାନା ଉପାୟ
SLPM-C-ODA 5
20
७5.
૦6.
ଗ୍ରହଣ କରୁଛନ୍ତି କିନ୍ତୁ ଜନସାଧାରଣଙ୍କର ସହଯୋଗ ۶۵ ପ୍ରୟୋଜନ | ଯଦି ପ୍ରତ୍ୟେକ
ସେମାନଙ୍କ ନିଜର ବ୍ୟକ୍ତିଗତ, ଧାର୍ମିକ ସ୍ବାର୍ଥ ଓ ଆଞ୍ଚଳିକ ପ୍ରୀତି ପରିତ୍ୟାଗ କରି ଜଣେ
ଭାରତବାସୀ ଭାବେ ରହିବେ, ତେବେ ଏ ସମସ୍ୟା ଚିରଦିନ ପାଇଁ ସମାପ୍ତ ହୋଇଯିବ |
କୌଣସି ମନୁଷ୍ୟ ଅପର ମନୁଷ୍ୟର କ୍ଷତି କରିପାରିବ ନାହିଁ, କାରଣ ଆତଙ୍କବାଦ ହେଉଛି
ପଶୁତ୍ବ । ସମସ୍ତେ ଏକମତ ଓ ସଂଗଠିତ ହୋଇ ଏହି ସମସ୍ୟାକୁ SAQ ଉତ୍ପାଟନ କରିବାରେ
ସହଯୋଗ କରିବା ଆବଶ୍ୟକ-ଯାହା ଫଳରେ ବିଶ୍ବରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ସ୍ଥାପିତ ହେବ |
ଚାହେଲେ ଦେଶ ଓ ସମାଜ ବିକାଶ ପଥରେ ଅଗ୍ରସର ହେବ |
5766 ଗଦ୍ୟାଂଶକୁ ଓଡ଼ିଆରେ ଅନୁବାଦ କର :
Healthy children are an essential component of an effective education
system. Good health reduces absenteeism and dropouts and increases
scholastic performance. An effective school health programme is one of the
most cost-effective approaches in improving community health. School health
activities contribute to healthy lifestyles, thus leading to a healthy future
generation. School children also communicate the health-related information
gained in schools to their families and neighbourhood, contributing to
improved family and community health. The functions of school health
services include detection and treatment of defects, creation and
maintenance of hygienic environment in and around the school, provision of
school meals, and improvement of nutritional status of children. This may be
further enlarged to include health check-ups and immunisation campaigns.
ନିମ୍ନ 3۹8۹۹ ଉତ୍ତର ଦିଅ :
20
40
(a) ବ୍ୟାସବାକ୍ଯ ସହ ସମାସର ନାମ ଲେଖ : 2x4=8
0) ഒഴു
0) ବର୍ଷକ
(iii) RUGS!
(iv) ବିଧବା
SLPM-C-ODA 6
(b)
(০)
(d)
(e)
55 ରୂଢ଼ି ପ୍ରୟୋଗର ଅର୍ଥ CAG ବାକ୍ୟରେ ବ୍ୟବହାର କର :
0) ଅପାଳକ ରାଜ୍ୟକୁ ବିଜୁଳି ଲକ୍ଷେଟଂକା
Gi) ଆଗତ କୁହା, ପର ଗାଭ ଦୁହାଁ
(४) ଦାନ ଉପରେ ଦକ୍ଷିଣା
(iv) ବାଘ ଘରେ ମିରିଗ ନାଟ
ଏକପଦରେ ପ୍ରକାଶ କର :
0) କୃତଜ୍ଞତା ଅସ୍ଟୀକ୍ରାର କରେ ଯେ
0) ८6० ଜାତ
(1) କୂଳର ବିପରୀତ
(iv) କହିବାର ଇଚ୍ଛା
ବନାନଗତ age ଥିଲେ ସଂଶୋଧନ ൭൭:
ଓ ପରୀକ୍ଷଣୀୟ
0) ସମିଚୀନ
(ii) ସାରଥୀ
Gv) ବିପର୍ଯାସ
ନିମ୍ନ ۹۱۹۷۹7۹69 ८61 ବିଶେଷଣ ASG ४६1८:
0) ଏମିତି ଯୁଦ୍ଧ ଆଗରୁ ହୋଇନାହିଁ |
0) ସେ ଜଣେ କୁହାଳିଆ ଲୋକ |
0७) ତାଙ୍କର ବ୍ଯବହାର ମାର୍ଜିତ |
(iv) ସେ ଚିରାବହିଟିକୁ ଫୋପାଡ଼ି ଦେଲା |
SLPM-C-ODA 7
2x4=8

